Latest Odisha News

BREAKING NEWS

ସତ-ମିଛ ପରଖନ୍ତୁ, ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର: କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର‌୍ୟ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ଏ ସଂପର୍କରେ ଚାଲିଥିବା ଖବରକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ସତ-ମିଛ ପରଖନ୍ତୁ ବୋଲି ରାଜ୍ୟ…

ନଦୀକୁ ଡେଇଁ ଗର୍ଭଣୀ ହରିଣୀକୁ ବଂଚାଇଲେ ଭାରତୀୟ ସେନାର ଯବାନ

ଗୌହାଟୀ:ମାନବିକତାର ପ୍ରକୃତ ପରିଚୟ ଦେଇଛନ୍ତି ଭାରତୀୟ ସେନାର କେତେକ ଯବାନ । କେରଳର ହାତୀ ମୃତ୍ୟୁ ଘଟଣା ପରେ ମାନବିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅରୁଣାଚଳ ପ୍ରଦେଶରେ ଏକ ଗର୍ଭବତୀ ହରିଣୀ ଜିଡିଙ୍ଗ ଖୋ ନଦୀରେ ଭାସି ଯାଉଥିଲା । ଏହା ଦେଖି ପାଖରେ ଡ୍ୟୁଟି କରୁଥିବା ଭାରତୀୟ…

ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଜୁନ୍ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ନିର୍ଣ୍ଣାୟକ ମାସ ହେବ । ପ୍ରବାସୀଙ୍କ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି କି ନାହିଁ ୧୫ ଦିନରେ ଜଣାପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି ।  ଦୀର୍ଘ ଦିନର ବିରତି ପରେ କରୋନା ସମ୍ପର୍କିତ ଏଭଳି ଅପ୍‌ଡେଟ୍ ଦେଇଛନ୍ତି ରାଜ୍ୟ…

ମାସ୍କ ବ୍ୟବହାର ନେଇ WHOର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ମାସ୍କର ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ଗାଇଡଲାଇନ ଜାରି କରିଛି । ଗାଇଡାଲାଇନ୍‌ରେ କୁହାଯାଇଛି ଯେ, ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ ମାସ୍କ ପିନ୍ଧିବା ଜରୁରୀ । ଏମିତିକି କୋଭିଡ-୧୯ ସଂକ୍ରମଣ ନଥିବା ୱାର୍ଡରେ ମଧ୍ୟ ଡାକ୍ତର,…

ଝଡ଼ବର୍ଷା ସମ୍ଭାବନା; ଜାଣନ୍ତୁ, କେଉଁ ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ଶନିବାର ସନ୍ଧ୍ୟା ୬ଟା ୪୫ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର…

ଏକତା କାପୁରଙ୍କ ଅସୁବିଧା ବଢ଼ିଲା: ବିହାର ପରେ ମଧ୍ୟପ୍ରଦେଶରେ ଏଫଆଇଆର

ଇନ୍ଦୋର: ୱେବସିରିଜ ଟ୍ରିପଲଏକ୍ସ-୨ରେ ସେନାକୁ ଅପମାନିତ କରିବା ନେଇ ଫିଲ୍ମମେକର୍ ଏକତା କାପୁର ଫସିଛନ୍ତି । ବିହାର ପରେ ମଧ୍ୟପ୍ରଦେଶରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଟ୍ରିପିଲ୍ ଏକ୍ସ-୨ର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର…

ଫ୍ରାନ୍ସ ସେନା ଗୁଳିରେ ଉତର ଆଫ୍ରିକାର ଅଲ କାଏଦା ମୁଖ୍ୟ ଅବଦେଲମାଲିକ ନିହତ

ପ୍ୟାରିସ: ଫ୍ରାନ୍ସ ଓ ମାଳି ସେନାଙ୍କ ମିଳିତ ଅପେରେଶନରେ ଉତରଆଫ୍ରିକାରେ ଅଲକାଏଦାର ମୁଖ୍ୟ ଅବଦେଲମାଲିକ ଡ୍ରୋକଡେଲ ମୃତ୍ୟୁବରଣ କରିଛି । ଆଲଜେରିଆର ପାହାଡ ଭିତରେ ଆତଙ୍କବାଦୀମାନେ ଲୁଚି ରହିଥିଲେ । ସେନାରେ ମିଳିତ ଆକ୍ରମଣରେ ଅନେକ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ଏହା ଆମ ପାଇଁ ଏକ…

ଜେଲ ଭିତରେ ବ୍ରାଉନସୁଗାର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ ଚାଲିଛି ବ୍ରାଉନସୁଗାର ବେପାର । ଲୁଚାଛପାରେ ନୁହେଁ ବରଂ ଚାଲିଛି ଖୁଲମଖୁଲା କାରବାର । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜେଲରୁ । ଫୋନରେ କାରବାର ଚାଲିଛି । ଆଉ ଏସବୁ କାରବାର ଚଳାଇଛନ୍ତି ବ୍ରାଉନସୁଗାର ମାଫିଆ । ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା…

ଶ୍ରୀମନ୍ଦିରରେ ପଟିଦିଅଁ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଜଣେ ସାଧାରଣ ମଣିଷଟିଏ ପରି ବୈଶାଖ ଜ୍ୟେଷ୍ଠ ମାସର ଗ୍ରୀଷ୍ମ ପ୍ରବାହ ଭିତରେ ଅତିଷ୍ଠ ହୋଇ ପୂର୍ଣ୍ଣିମା ତିଥିରେ ସ୍ନାନ କରନ୍ତି । ଶହେ ଆଠ ଗରା ପାଣିରୁ ପଇଁତିରିଶ…

ବିଶ୍ୱାସ ହରାଉଛି ମନୁଷ୍ୟ: ଗର୍ଭଣୀ ହାତୀ ପରେ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇଲେ

ବିଳାସପୁର: ନିରୀହ ପଶୁଙ୍କ ଉପରେ ମନୁଷ୍ୟ ତାର ନୃଶଂସ ପଣିଆ ଦେଖାଇବୁ ଛାଡୁ ନାହିଁ । କେରଳର ଗର୍ଭଣୀ ହାତୀ ଘଟଣା ପରେ ଏବେ ହିମାଚଳପ୍ରଦେଶରେ ଏଭଳି ଏକ ଆମନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି । ରିପୋର୍ଟ ମୁତାବକ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଖାଦ୍ୟ…