Latest Odisha News

BREAKING NEWS

ଖୋର୍ଦ୍ଧାରେ ହାତୀ ଆତଙ୍କ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାମେଶ୍ୱର ଗ୍ରାମ ନିକଟରେ ଏକ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ମଧ୍ୟକୁ ପାଖାପାଖି ୯ରୁ ଅଧିକ ହାତୀ ପଲ ପ୍ରବେଶ କରିବା ସହ ଫସଲ ନଷ୍ଟ କରିଥିଲେ । ସେହି ହାତୀ ପଲ ମଧ୍ୟରୁ ଗୋଟିଏ…

ଦୁର୍ଗାମେଢ଼ ଭସାଣୀ ସମୟରେ ଅଘଟଣ: ନଦୀରେ ବୁଡି ୧୦ ମୃତ

ଢୋଲପୁର: ରାଜସ୍ଥାନର ଢୋଲପୁରଠାରେ ମଙ୍ଗଳବାର ଦିନ ଦୁର୍ଗାପୂଜା ଭସାଣି ସମୟରେ ଘଟିଛି ଏକ ବଡ଼ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ରାଜସ୍ଥାନ ଢୋଲପୁରର ପାର୍ବତୀ…

ଜାଣନ୍ତୁ, ବାୟୁସେନା ପାଇଁ କାହିଁକି ଖାସ୍ ଲଢୁଆ ରାଫେଲ୍…

ନୂଆଦିଲ୍ଲୀ: ଏୟାରଫୋର୍ସର ୮୭ତମ ପ୍ରତିଷ୍ଠା ଅବସରରେ ବାୟୁସେନାରେ ସାମିଲ ହୋଇଛି ରାଫେଲ୍ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ ଗ୍ରହଣ କରିଛନ୍ତି । ଗତ ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ରପୂଜା ପରେପରେ ୨ଟି ସିଟ୍…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୫)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଆଜି ମହାମାୟାଙ୍କ ଭସାଣୀ ଉତ୍ସବ, ଟ୍ୱିନସିଟିରେ ଜୋରଦାର ପ୍ରସ୍ତୁତି

କଟକ/ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡିଛନ୍ତି । ଏହାକୁ ନେଇ ଟ୍ୱିନ୍ ସିଟିରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କଟକରେ ମଧ୍ୟ ଭସାଣୀ ଉତ୍ସବ ଲାଗି କମିସନରେଟ ପୋଲିସ…

ବିବାହ କରିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: ବିବାହ କରିବେ କଂଗ୍ରେସ ପାର୍ଟି ତଥା ଗାନ୍ଧୀ ପରିବାରର ଦାୟାଦ ରାହୁଲ ଗାନ୍ଧୀ । ରାହୁଲଙ୍କ ଜୀବନସାଥୀ ହେବାକୁ ଯାଉଥିବା ଏହି ମହିଳା ଜଣଙ୍କ ଘର ରାୟବରେଲୀରେ ହୋଇଥିବା ବେଳେ, ସେ ଜଣେ ରାଜନେତ୍ରୀ ବୋଲି ଜଣାପଡିଛି । କିଛିଦିନ ହେବ ରାହୁଲ ଗାନ୍ଧୀ ବିବାହକୁ ନେଇ ସୋସିଆଲ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୧୦-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା୦୯ ତାରିଖ ବୁଧବାର କନ୍ୟା ୨୩ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ…

ବେପାର

ବେପାର ଗୌରହରି ଦାସ ନରେନ୍ଦ୍ର ପ୍ରସାଦ ଭୁବନେଶ୍ୱର ପ୍ଲାଟଫର୍ମର ଗୋଟେ ସିମେଣ୍ଟ ବେଞ୍ଚରେ ବସି ସେଦିନର ଖବରକାଗଜ ଖଣ୍ଡିକ ଖୋଲିଛନ୍ତି କି ନାହିଁ ଲୋକଟି ଆସି ଆରମ୍ଭ କରିଦେଲା, "ମୋ ସଂସାର ଭାସିଗଲା ଆଜ୍ଞା । ଆପଣ ମୋତେ ବଞ୍ଚାନ୍ତୁ ଆଜ୍ଞା, ମୁଁ ଭାସିଗଲି । ମୋ ପୁଅର ଦେହ ଭୀଷଣ ଖରାପ,…

ଘୂର୍ଣ୍ଣିବଳୟ ଯୋଗୁଁ ବୁଧବାର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ଯୋଗୁଁ ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ପ୍ରକାଶିତ ସଦ୍ୟତମ ବୁଲେଟିନ…

ଶେଷ ପର୍ଯ୍ୟାୟରେ ଶାରଦୀୟ ପୂଜା, ସିନ୍ଦୁର ଖେଳରେ ବିଦାୟ ନେଲେ ମା’

ଭୁବନେଶ୍ୱର: ଶେଷ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ଆସନ୍ତାକାଲି ମେଲାଣି ନେବେ ମାଆ ଦଶଭୁଜା । ପୁଣି ଆଉ ଏକ ବର୍ଷର ଅପେକ୍ଷା । ଓଡ଼ିଆ ପରମ୍ପରା ଅନୁଯାୟୀ ଆସନ୍ତାକାଲି ଦେବୀଙ୍କୁ ମେଲାଣି ଦିଆଯିବ। କିନ୍ତୁ ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ଆଜି ବିଦାୟ ଦିଆଯାଇଥାଏ। ତେବେ…