ଭୁବନେଶ୍ୱରରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଆଉ ୧୩ ଜଣ ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି।
ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରାଯାଇଛି।
ଏହାକୁ ମିଶାଇ ଭୁବନେଶ୍ୱରରେ ବର୍ତ୍ତମାନ ୨୭ ଟି ସକ୍ରିୟ ମାମଲା ରହିଛି। ସେହିପରି ଗତ ମଙ୍ଗଳବାର ଦିନ ୧୧ ଜଣ ଓ…