Latest Odisha News

BREAKING NEWS

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ; ସ୍ଥାନାନ୍ତରିତ ହେଲା ମାଆଙ୍କ ପ୍ରତିମା

ନରସିଂହପୁର: ଗତ ତିନି ଦିନ ଧରି ଓଡିଶାରେ ଲଗାତାର ବର୍ଷା ହେବା ପରେ ମହାନଦୀ ବନ୍ୟା ଜଳ କଟକ ଜିଲ୍ଲାର ଭଟ୍ଟାରିକା ମନ୍ଦିରରେ ପ୍ରବେଶ କରିଛୁ। ବନ୍ୟାଜଳ ମଧ୍ୟରାତ୍ରୀରେ ମାଆଙ୍କ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି । ଏହାପରେ ମାଆଙ୍କ ଚଳନ୍ତି ପ୍ରତିମାକୁ ଆଉ ଏକ ଉଚ୍ଚ ସ୍ଥାନକୁ…

ଲଗାତାର ହ୍ରାସ ପରେ ପୁଣି ବଢ଼ିଲା ସୁନାଦର: କେତେ ରହିଛି ମୂଲ୍ୟ ଜାଣନ୍ତୁ

ଭୁବନେଶ୍ୱର: ପୁଣି ବଢ଼ିଲା ସୁନା ଦର।‌ ଗତ କିଛି ଦିନ ହେଲାଣି ହ୍ରାସ ପାଉଥିବା ସୁନା ଦାମରେ ଆଜି ପୁଣି ବୃଦ୍ଧି ପାଇଛି। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୪,୩୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୮୬୦ ଟଙ୍କାରେ…

ଟଙ୍କା ନଥିବାରୁ ଶ୍ମଶାନରେ ମିିଳିଲାନି ଜାଗା, ରାସ୍ତାରେ ହେଲା ଶବଦାହ

ସୁରତ: କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଭଳି ଗୁଜୁରାଟ ସୁରତରୁ ସାମନାକୁ ଆସିଛି ଏକ ଅଭାବନୀୟ ଘଟଣା । ଗରିବ ଆଦିବାସୀ ପରିବାରର କରୁଣ ଚିତ୍ର ସାରା ଦେଶରେ ଲଜ୍ଜିତ କରିଛି । ଟଙ୍କା ନଥିବାରୁ ଶ୍ମଶାନରେ ବାପାଙ୍କର ଶବ ସତ୍କାର କରି ପାରିଲେ ନାହିଁ ଆଦିବାସୀ ପରିବାର । ଶେଷରେ ରାସ୍ତା ଉପରେ…

ଭାଙ୍ଗିଲା ସବୁ ରେକର୍ଡ: ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୭୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ଟପିଲା…

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଫୁଲୁଛି ବ୍ରାହ୍ମଣୀ: ପାଣି ଘେରରେ ଢେଙ୍କାନାଳ ଜିଲ୍ଲାର ଅନେକ ଅଞ୍ଚଳ

ଢେଙ୍କାନାଳ: ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ ଓ ରାମିଆଳ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଭୁବନ ଓ ଗନ୍ଦିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଶଙ୍କାରେ ଅଛନ୍ତି ତଳିଆ ଅଞ୍ଚଳବାସୀ। ବନ୍ୟାଜଳରେ ଭୁବନ ବ୍ଳକର ଜୟପୁର, କୃଷ୍ଣପୁର ଓ…

କୋଭିଡ୍ ଟେଷ୍ଟିଂରେ ଆଗରେ ଓଡ଼ିଶା: ଗୋଟିଏ ଦିନରେ ରେକର୍ଡ ୬୮ ହଜାର ନମୁନା ପରୀକ୍ଷା

ଭୁବନେଶ୍ୱର: ୩୨ରୁ ୪୨, ତାପରେ ୫୦ ହଜାର । ଏବେ ପ୍ରତିଦିନ ୬୦ ହଜାରରୁ ଅଧିକ । ରାଜ୍ୟରେ ବଢ଼ି ଚାଲିଛି କୋଭିଡ୍ ଟେଷ୍ଟିଂ । ରେକର୍ଡ ସ୍ତର ଛୁଇଁଛି । ଗୋଟିଏ ଦିନରେ ୬୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ କୋଭିଡ୍ ଟେଷ୍ଟିଂ କରାଯାଇଛି ।…

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ…

ବଢ଼ୁଛୁ ବୈତରଣୀର ଜଳସ୍ତର: ଧାମନଗରରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର: ଲଗାଣ ବର୍ଷା ଯୋଗୁଁ ବଢୁଛି ବୈତରଣୀ ନଦୀ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ଲଘୁଚାପ ଜନିତ ଲଗାଣ ବର୍ଷା ବୈତରଣୀ ଓ ତାର ଶାଖା ନଦୀ ଗୁଡିକ କ୍ରମଶଃ ଫୁଲି ବିଶାଳ ରୂପ ଧାରଣ କଲେଣି। ବୈତରଣୀ ନଦୀ ବିପଦ ସଙ୍କେତର ଯଥେଷ୍ଟ ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ…

ଦ’ କପିଳ ଶର୍ମା ସୋ’ ବନ୍ଦ କରିବାକୁ ସୁଶାନ୍ତଙ୍କ ପ୍ରଶଂସକଙ୍କ ଆହ୍ୱାନ, ଜାଣନ୍ତୁ କାହିଁକି

ମୁମ୍ବାଇ: ସ୍ବର୍ଗତ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ନେଉ ଅଡୁଆ ଛିଡୁ ନଥିବା ବେଳେ ନୂଆ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି। ତେବେ ଏବେ ସାମାଜିକ ଗଣମାଧ୍ୟମରେ ସୁଶାନ୍ତଙ୍କ ପ୍ରଶଂସକ "ଦ' କପିଳ ଶର୍ମା ସୋ ବର୍ଜନ କରିବାକୁ ଆହ୍ୱାନ ଦେଉଥିବାର ଦେଖିବାକୁ ମିଳିଛି । ଏବେ ଆପଣ ଭାବୁଥିବେ…

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା: ରେଡ଼ ଓ୍ୱାର୍ଣ୍ଣିଂରେ ୧୩ ଜିଲ୍ଲା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ବିଗତ ୨ ଦିନ ହେବ ଲଗାଣ ବର୍ଷାରେ ବେହାଲ ହେଲାଣି ରାଜ୍ୟ । ସବୁଆଡେ ଜଳମଗ୍ନ । ଅଧିକାଂଶ ନଦୀ ଫୁଲିବା ଆରମ୍ଭ କଲେଣି । ମାତ୍ର ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ…