ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୧୨୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୬୦୪କୁ ଛୁଇଁଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ, ଗଞ୍ଜାମରେ ୩୫ ଜଣ, କଟକରେ ୨୨ ଜଣ, ନୁଆପଡା ଏବଂ ବଲାଙ୍ଗୀରରେ ୧୪ ଜଣ, ଖୋର୍ଦ୍ଧାରେ ୧୦…