Latest Odisha News

BREAKING NEWS

ବୈଷୟିକ ଜ୍ଞାନ କୌଶଳରେ ଗୋପାଳନ ଚାଷୀଙ୍କ ଉତ୍ପାଦନ ବୃଦ୍ଧି ପାଇଲା, କିପରି ଜାଣନ୍ତୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପାଦ ଗ୍ରାମର ଗୋପାଳନ ଚାଷୀ ଅଜୟ ବରଦା ୭ ବର୍ଷ ପୂର୍ବରୁ ମାତ୍ର ୫ଟି ଗାଈରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ । ମାତ୍ର ସେ ଏମିତି ଏକ ଉନ୍ନତମାନର ବୈଷୟିକ କୃଷି ପ୍ରଣାଳୀକୁ ଆପଣାଇ ନେଲେ ଯେ, ଏବେ ତାଙ୍କ ପାଖରେ ରହିଛି…

ମଣ୍ଡପରେ ପହଞ୍ଚି ସାଧାରଣ ଲୋକଙ୍କ ଭଳି ମାଆଙ୍କୁ ଦର୍ଶନ କଲେ ବଲିଉଡର ଏହି ଷ୍ଟାର ଦମ୍ପତ୍ତି

ମୁମ୍ବାଇ: ଶାରଦୀୟ ଦୁର୍ଗାପୂଜା ପାଇଁ ସାରାଦେଶ ଉଠୁଛି ପଡୁଛି । ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ଖୁବ୍‌ ଧୁମଧାମ୍‌ରେ ଚାଲିଛି। ଏହି ଅବସରରେ ବଲିଉଡ୍‌ ସେହେନସା ଅମିତାଭ ବଚ୍ଚନ ମଧ୍ୟ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ନଜର ଆସିଛନ୍ତି । ପତ୍ନୀ ଜୟା ମଧ୍ୟ ଅମିତଭଙ୍କ ସାଙ୍ଗରେ…

ନୂଆ କରି ଯୋଗ କରୁଥିଲେ ଧ୍ୟାନରେ ରଖନ୍ତୁ ଏହିସବୁ କଥା

ଭୁବନେଶ୍ୱର: ନିୟମିତ ଯୋଗ କରିବା ଦ୍ୱାରା ଶାରୀରିକ, ମାନସିକ ଭାବେ ଆମେ ସୁସ୍ଥ ରହିଥାଉ । ଯୋଗ ଶରୀରକୁ ନିରୋଗ ରଖିବା ସହ ମନକୁ ସୁସ୍ଥ ଓ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯଦି ଆପଣ ନୂଆ କରି ଯୋଗ କରିବା ଆରମ୍ଭ କରିଛନ୍ତି, ତା ହେଲେ ଆପଣଙ୍କୁ କିଛି ଦିଗ ପ୍ରତି ଧ୍ୟାନ ଦେବା…

ଘରୁ ବାହାରକୁ ଯିବା ପୂର୍ବରୁ କାହିଁକି ଖାଆନ୍ତି ଦହି-ଚିନି, ଜାଣନ୍ତୁ

ଭୁବନେଶ୍ୱର: କୌଣସି କାମ ସଫଳ ହେବାରେ ବାଧା ସୃଷ୍ଟି ହେଉଥିଲେ ଘରୁ ବାହାରିବା ପୂର୍ବରୁ ଦହି-ଚିନି ଖାଇ ଯିବାକୁ ଜ୍ୟେଷ୍ଠ ଲୋକ ମାନେ ପରାମର୍ଶ ଦିଅନ୍ତି । ବାହାରକୁ ଯିବା ପୂର୍ବରୁ ଦହି-ଚିନି ଖାଇ ଗଲେ ନହେଉଥିବା କାମ ବି ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏହି ପୁରାତନ ଲୋକକଥାକୁ ଆଜିବି ଆମେ…

ପ୍ରଫେସରଙ୍କ ନିଆରା ଦୁର୍ଗାପୂଜା; ମୂର୍ତ୍ତି ଗଢି ନିଜେ କରନ୍ତି ପୂଜା

କଟକ: ଭକ୍ତ ପାଇଁ ଭକ୍ତିଭାବନା ପରିପ୍ରକାଶ କରିବାର ଅନେକ ମାଧ୍ୟମ ରହିଛି । କୁହାଯାଏ, ଜଣେ ଭକ୍ତ ସତ୍ ମନରେ ଭଗବାନଙ୍କୁ ଯେଉଁଠି ବି ରହି ଡାକିଲେ ଦର୍ଶନ ମିଳିପାରିବ। ସେହିଭଳି ଜଣେ ଭକ୍ତ ହେଉଛନ୍ତି କଟକର ବାସିନ୍ଦ ଅଂଶୁମାନ ମିଶ୍ର । ଯିଏକି ବିଗତ ୧୦ ବର୍ଷ ହେବ, ନିଜ ହାତରେ…

ବୁର୍ଖା

ସଲୀମ୍ ତେଲୁଗୁ ସାହିତ୍ୟରେ ଜଣେ ପ୍ରତିଭାବାନ୍ ଲେଖକ । ଏପର୍ଯ୍ୟନ୍ତ ତାଂକର ବାରୋଟି ଉପନ୍ୟାସ ଦେଢଶହରୁ ଉର୍ଦ୍ଧ କବିତା ଏବଂ ଦୁଇଶରୁ ଅଧିକ କ୍ଷୁଦ୍ରଗଳ୍ପ ପ୍ରକାଶିତ ହୋଇ ସାରିଛି। ତାଂକର ଗଳ୍ପ ଗୁଡିକ ଇଂଲିଶ୍ ସହିତ ହିନ୍ଦୀ, କାନାଡା, ମାଲାୟଲମ୍, ଓଡିଆ ଆଦି ଭାରତୀୟ ଭାଷାରେ ଅନୁବାଦ ହୋଇ…

ଜାଣନ୍ତୁ, ବ୍ରତ-ଉପବାସରେ କାହିଁକି ପିଆଜ ରସୁଣ ମନା

ଭୁବନେଶ୍ୱର: ଓଡ଼ିଆ ଘରେ ବାର ମାସରେ ତେର ପର୍ବ। ବିଭିନ୍ନ ପର୍ବ ପର୍ବାଣିରେ ଉପବାସ ରହିବାର ପ୍ରଥା ମାନ ରହିଛି । ଦେବାଦେବୀଙ୍କୁ ଆରାଧନା କରିବାର ଏହା ମଧ୍ୟ ଏକ ମାର୍ଗ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ତେବେ କିଛି ଲୋକ ନିର୍ଜଳା ଉପବାସ ରହୁଥିବା ବେଳେ କିଛି ଫଳମୂଳ ଆହାର କରି ଉପବାସ…

ଏମିତି ଏକ ଗାଁ ଯେଉଁଠି ପୁଅ ହେଲେ ପାଳନ ହୁଏ ଦଶହରା !

ଭୁବନେଶ୍ୱର: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦଶହରା । ଦେବଭୂମି ଭାରତରେ ସବୁ ପର୍ବ ପରି ଏହି ପାର୍ବଣର ମଧ୍ୟ ରହିଛି ବେଶ୍ ଚମତ୍କାରିତା । ମାତୃଶକ୍ତିର ପ୍ରଚଣ୍ଡ ସ୍ୱରୂପ ପ୍ରଦର୍ଶନ କରୁଥିବା ଏହି ପର୍ବକୁ ସାରା ଦେଶରେ ବେଶ୍ ଆଡ଼ମ୍ବର ତଥା…

ମହାମାୟାଙ୍କ ମହାନବମୀ; ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ

ଭୁବନେଶ୍ୱର: ଜଗତଜନନୀ ମା' ଦୁର୍ଗତି ନାସିନୀ ଦୁର୍ଗାଙ୍କ ପାଖରେ ମହା ଆଡମ୍ବରରେ ଆଜି ପାଳନ ହେଉଛି ମହାନବମୀ ପୂଜା । ଯଜ୍ଞ, ହୋମ, ଚଣ୍ଡୀପାଠରେ ଉଠୁଛି ପଡୁଛି ଚାରିଦିଗ । ପୂଜା ମଣ୍ଡପ ଗୁଡିକରୁ ଭାସି ଆସୁଛି ଧୂପ, ଦୀପ ଝୁଣାର ସୁଗନ୍ଧ । ଏହି ଦିବ୍ୟ ସୁଗନ୍ଧରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ…