Latest Odisha News

BREAKING NEWS

ବ୍ରହ୍ମପୁରର ଜାତୀୟ ରାଜପଥରେ ପ୍ରବାସୀ ଶ୍ରମିକଙ୍କ ରାସ୍ତା ରୋକ

ବ୍ରହ୍ମପୁର: ଆଜି ସକାଳ ୭ଟାରୁ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ହଳଦିପଦର ବସ୍ ଟର୍ମିନାସ ନିକଟସ୍ଥ ୬ନଂ ଜାତୀୟ ରାଜପଥରେ ପାଖାପାଖି ୧୫୦ ଜଣ ପ୍ରବାସୀ ଶ୍ରମିକ ରାସ୍ତା ରୋକୋ କରିଛନ୍ତି। ଉପଯୁକ୍ତ ଖାଦ୍ୟ ଯୋଗାଣ ଅଭାବ ତଥା ନିଜ ନିଜ ଗ୍ରାମ କ୍ବାରେନଣ୍ଟାଇନ କେନ୍ଦ୍ରକୁ ଯିବା ପାଇଁ ପରିବହନରେ…

ଜାଣନ୍ତୁ; କାହିଁକି ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜାନନ ବେଶରେ ଦିଅନ୍ତି ଦର୍ଶନ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ପବିତ୍ର ସ୍ନାନଯାତ୍ରା ସମୟରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମ ରୂପୀ ବଡ଼ଠାକୁର ଶ୍ରୀ ବଳଭଦ୍ର, ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମହାସ୍ନାନ ହୋଇଥାଏ । ଏହି ଅବସରରେ…

ସଟଡାଉନ୍ ସମୟରେ ଗଡିବ ବସ୍

ଭୁବନେଶ୍ୱର: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହକୁ ଦୁଇ ଦିନ ୧୧ଟି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି। ଶନିବାର ଓ ରବିବାର ୧୧ ଜିଲ୍ଲା ପୁରା ସଟ୍ଡାଉନ୍ ରହିବ । ତେବେ ଏହି ସଟଡାଉନ୍ ସମୟରେ ସ୍ୱାଭାବିକ ଭାବେ ଗଡିବ ବସ୍ । ବସ୍ ଉପରେ କୌଣସି କଟକଣା ଲାଗିବ…

କଟକ ଜିଲ୍ଲାରୁ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି ସନ୍ଧ୍ୟାରେ କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ ଓ କଟକ ମହାନଗର ନିଗମ ଅଞ୍ଚଳରୁ ୨ ଜଣ କରୋନା ପଜିଟଭ ଚିହ୍ନଟ ହୋଇଥିବା  ପ୍ରଶାସନ ପକ୍ଷରୁ କୁହାଯାଇଛି…

ହସ୍ପିଟାଲ ଭିତରେ ପିଆନୋ ବଜାଉଛନ୍ତି ସ୍ୱର୍ଗତ ୱାଜିଦ ଖାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ତଥା ସିଙ୍ଗର ୱାଜିଦ ଖାନଙ୍କ ନିକଟରେ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ହସ୍ପିଟାଲ ଖଟରେ ବସି ସେ ପିଆନୋ ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍…

ଦର୍ଶକଙ୍କୁ ପସନ୍ଦ ଆସୁଛି ଜୁବିନଙ୍କ ‘ମେରି ଆସିକି’

ମୁୁମ୍ବାଇ: ରିଲିଜ ହୋଇଛି ବଲିଉଡର ଷ୍ଟାର ସିଙ୍ଗର ଜୁବିନ ନୌଟୟାଲଙ୍କ ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ମେରି ଆସିକି’ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜବରଦସ୍ତ ହିଟ୍ ହୋଇଛି । ଏଥିସହ ଭିଡିଓ ଟି ଦର୍ଶକଙ୍କ ମନ ମଧ୍ୟ ଜିଣି ପାରିଛି । ଗୀତକୁ ଜୁବିନ୍ ନିଜେ ଗାଇବା ସହ ଏହି ମ୍ୟୁଜିକ…

ଗର୍ଭବତୀ ହାତୀ ହତ୍ୟାକାରୀଙ୍କ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ମଲ୍ଲପୁରମ: କେରଳର ମଲ୍ଲପୁରମରେ ଏକ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି । ଯେଉଁମାନେ ହାତୀକୁ ସପୁରୀ ଭିତରେ ବାରୁଦ ପୁରାଇ ଖାଇବାକୁ ଦେଇଥିଲେ ଯଦି ସେମାନଙ୍କ ପରିଚୟ ଦିଅନ୍ତି ତେବେ ସେମାନଙ୍କୁ ପୁରଷ୍କାର ଦିଆଯିବ…

କେରଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ କେନ୍ଦ୍ର: ମନ୍ତ୍ରୀ

ନୂଆଦିଲ୍ଲୀ: କେରଳରେ ବିସ୍ଫୋରକ ସାମଗ୍ରୀରେ ଭର୍ତ୍ତି ହୋଇଥିବା ଏକ ସପୁରୀକୁ ଖାଇଥିବା ଗର୍ଭବତୀ ହାତୀର ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ର କରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଦିନ କହିଛନ୍ତି। ସୋସିଆଲ ମିଡିଆରେ ଏହି ସପ୍ତାହରେ ବନ ଅଧିକାରୀଙ୍କ ଦ୍ବାରା ଏଭଳି ଏକ ହୃଦୟ…

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର…