କର୍ଣ୍ଣାଟକର ହୁବଲ୍ଲିରେ ନିର୍ମାଣ ଚାଲିଛି ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ
କର୍ଣ୍ଣାଟକର ବାଣିଜ୍ୟିକ ରାଜଧାନୀ ତଥା ଦକ୍ଷିଣ-ପଶ୍ମିମ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଥିବା ହୁବଲ୍ଲିରେ ହେବ ବିଶ୍ୱର ଦୀର୍ଘତମ ରେଲଓ୍ୱେ ପ୍ଲାଟଫର୍ମ । ଯଦି ଯୋଜନା ମୁତାବକ ସବୁକିଛି ଠିକ୍ ଠାକ୍ ଚାଲେ, ତାହେଲେ ବର୍ଷକ ମଧ୍ୟରେ ଦୀର୍ଘତମ ପ୍ଲାଟଫର୍ମ ତାଲିକାରେ ଏହାର ନାଁ ନିଶ୍ଚିତରୂପେ…