Latest Odisha News

BREAKING NEWS

ରିଲିଜ ହେଲା ଓଡ଼ିଆ ସିନେମା ‘ଦିସ ଇଜ ମାୟାରେ ବାୟା’

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପରଦାକୁ ଆସିଛି ଓଡ଼ିଆ ସିନେମା 'ଦିସ ଇଜ ମାୟାରେ ବାୟା' । ଏହା ହେଉଛି ସିଦ୍ଧାର୍ଥ ମ୍ୟୁଜିକର ୨୭ତମ ଚଳଚ୍ଚିତ୍ର । କମେଡି ଓ ରୋମାନ୍ସରେ ଭରପୁର ଏହି ସିନେମାରେ ଦର୍ଶକମାନେ ପ୍ରଥମଥର ପାଇଁ ଦୁଇଟି ନୂଆ ଯୋଡିକୁ ଦେଖିବାକୁ ପାଇଛନ୍ତି ।…

କଟକରେ ମାରଣାସ୍ତ୍ର ଦେଖାଇ ୧୧ ଟ୍ରକରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କଟକ: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିମେଇସାପୁର ଗ୍ରାମ ନିକଟରେ ଗତକାଲି କିଛି ଦୁର୍ବୃତ୍ତ ପାଖାପାଖି ୧୧ଟି ଟ୍ରକକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ନିମେଇସାପୁର ନିକଟସ୍ଥ ପେଟ୍ରୋଲ୍ ପମ୍ପ…

ପବିତ୍ର ମହାଷ୍ଟମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1180701499711574016?s=08…

‘ସିଲଭର ଫୟଲ’ ଲାଗିଥିବା ମିଠା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ଏବେ ପାର୍ବଣର ମାହୋଲ । ଚାରିଆଡେ ଆନନ୍ଦ ଓ ଉଲ୍ଲାସର ବାତାବରଣ । ପୂଜାପାଠ ଠାରୁ ଆରମ୍ଭ କରି ଖାଇବା ପିଇବା ସବୁଥିରେ ସ୍ଵତନ୍ତ୍ରତାର ଝଲକ ବେଶ୍ ବାରି ହୋଇ ପଡୁଛି । ପୂଜାକୁ ନଜରରେ ରଖି ସହରର ବିଭିନ୍ନ ମିଠା ଦୋକାନ ମାନଙ୍କରେ ଭଳିକି ଭଳି ମିଠା ବିକ୍ରି ହେଉଥିବାର ନଜରକୁ…

ଓଡ଼ିଆ ଅଭିନେତ୍ରୀଙ୍କ ଶ୍ରୀମନ୍ଦିରରେ ଅବଢା ଖାଉଥିବାର ଫଟୋ ହେଲା ଭାଇରାଲ୍ !

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦୃଢ ନିରାପତ୍ତା ବଳୟ ମଧ୍ୟରେ ରହିଥିଲେ ମଧ୍ୟ ରବିବାର ଦିନ ମନ୍ଦିର ପରିସରରେ ଏକ ଫଟୋ ଉଠାଯାଇଛି । ଖାଲି ସେତିକି ନୁହେଁ ଏହି ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଏହି ୧୨ଶ ଶତାବ୍ଦୀର ତଥା ଐତିହ୍ୟ…

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଦିନ ୧୦ଟା ୧୫ମି.ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପହଞ୍ଚିଛନ୍ତି । ଉପରାଷ୍ଟ୍ରପତି ‘ରାଜଦୂତ’ ନାମକ ଏକ ସ୍ୱତନ୍ତ୍ର ବିମାନରେ ଆସି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ଶିରୋମଣି ନିରଞ୍ଜନ କର

ଭୁବନେଶ୍ୱର: ପାଲା ଜଗତରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥିବା ବ୍ୟକ୍ତି ତଥା ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇଥିବା ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର । ନିରଞ୍ଜନଙ୍କ ପୂର୍ବରୁ ପାଲା ଥିଲା ଅନ୍ୟ ଏକ ରୂପରେ, କିନ୍ତୁ ଗାୟକ ରତ୍ନ…

ଛତର ଯାତ୍ରାରେ ଚଳଚଞ୍ଚଳ ଭବାନୀପାଟଣା, ରକ୍ତରଞ୍ଜିତ ହେଲା ପୀଠ

ଭବାନୀପାଟଣା: ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜା ଅବସରରେ କଳାହାଣ୍ଡି ଜିଲ୍ଲାରେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜି ଛତର ଯାତ୍ରା ଅନୁଷ୍ଠିତ…