Latest Odisha News

BREAKING NEWS

ଭାରତୀୟ ନୌସେନାରେ ସାମିଲ ହେଲା ‘ଆଇଏନଏସ୍ ଖଣ୍ଡେରି’

ନୂଆଦିଲ୍ଲୀ: ଦେଶର ନିଜସ୍ବ ଜ୍ଞାନକୌଶଳରେ 'ନିର୍ମିତ ଆଇଏନଏସ ଖଣ୍ଡେରି' ଶନିବାର ଦିନ ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତିରେ ଏହାକୁ ନୌସେନେରେ ସାମିଲ କରାଯାଇଥିବା ବେଳେ ଏନେଇ ଟ୍ବିଟ୍ କରିଛନ୍ତି ସେ।…

କେନ୍ଦ୍ରାପଡା: ପୋଲିସ ଗୁଳିରେ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ହୃଷିକେଶ ମଲ୍ଲିକ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ନକଲି ବନ୍ଧୁକ, ୩ଟି ଧାରୁଆ ଅସ୍ତ୍ର ଓ ଗୋଟିଏ ବାଇକ ଜବତ…

ଆଜି ପବିତ୍ର ମହାଳୟା; ପିତୃପୁରୁଷଙ୍କୁ ପିଣ୍ଡଦାନର ତିଥି

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ବିଶ୍ୱାସ ରହିଛି । ଗତ ୧୫ ଦିନ ଧରି ଆରମ୍ଭ ହୋଇଥିବା ପିତୃପକ୍ଷର ଆଜି ଶେଷଦିନ । ଶ୍ରୀମନ୍ଦିର ବାଇଶିପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତପର୍ଣ…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ଭୁବନେଶ୍ୱର: ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୮-୦୯-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ତା ୨୮ ରିଖ ଶନିବାର କନ୍ୟା ୧୨ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର…

ପୂର୍ବତଟ ରେଳପଥର ମେମୁ ଟ୍ରେନ ସେବା: କଟକକୁ ଯୋଗାଯୋଗ କରିବ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନ

ଭୁବନେଶ୍ୱର: ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ପୂର୍ବତଟ ରେଲୱେ କଟକ ସହିତ ପୁରୀ, ଭଦ୍ରକ ଓ ପାରାଦ୍ୱୀପ ଷ୍ଟେସନକୁ ଯୋଗାଯୋଗ କରିବାର ନିଷ୍ପତ୍ତି ଗ୍ରହଣ କରିଛି । କଟକ ଓ ପୁରୀ ମଧ୍ୟରେ ମେମୁ ଟ୍ରେନ ଚଳାଚଳ କରିବା ସହିତ ଏହା କଟକ-ପାରାଦ୍ୱୀପ (୫୮୪୧୬) ଟ୍ରେନ ମାଧ୍ୟମରେ ପାସେଞ୍ଜର ଏବଂ…

କଳାହାଣ୍ଡି ଦୁଷ୍କର୍ମ ଘଟଣା: ପୀଡିତାଙ୍କ ବୟାନ ରେକର୍ଡ କରିବ ପୋଲିସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜାରିଙ୍ଗି ଜଙ୍ଗଲରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଶୁକ୍ରବାର ପୀଡିତା ଦେଇଥିବା ବୟାନକୁ ପୋଲିସ ରେକର୍ଡ କରିବ ବୋଲି ସୂଚନା ଦେଇଛି । ଗଣମାଧ୍ୟମକୁ ସୂଚନା ଦେଇ ପିଡିତା କହିଥିଲେ ଯେ, " ସେପ୍ଟେମ୍ବର ୧୪ ତାରିଖରେ କିଛି ମେଡିକାଲ ଚେକଅପ ପାଇଁ ମୁଁ…

ବିଶ୍ୱ ରେକର୍ଡ କରିବେ ବିରାଟ କୋହଲୀ, ହେବେ ଶ୍ରେଷ୍ଠ ଅଧିନାୟକ !

ନୂଆଦିଲ୍ଲୀ: ନୂଆ ରେକର୍ଡ ସୃଷ୍ଟି କରିବା ଦିଗରେ ଭାରତୀୟ ଅଧିନାୟକ ବିରାଟ କୋହଲୀ । ବିଶ୍ୱର ୩ ଜଣ ଶ୍ରେଷ୍ଠ ଟେଷ୍ଟ ଅଧିନାୟକ ତାଲିକାରେ ସାମିଲ ଥିବା କୋହଲି ଏବେ ନୂଆ ରେକର୍ଡ ସୃଷ୍ଟି କରିବା ନେଇ ଆଶା ପ୍ରକାଶ ପାଇଛି । ସୂଚନା ଅନୁସାରେ, ଯେଉଁ ଖେଳାଳିମାନେ ୩୦ଟି ଟେଷ୍ଟ ମ୍ୟାଚରେ…

ଆଦାନୀ ଫାଉଣ୍ଡେସନକୂୁ ‘ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ’ ପୁରସ୍କାର

ଧାମରା: ମତ୍ସ୍ୟଜୀବୀ ସମୁଦାୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥିବାରୁ ଆଦାନୀ ଫାଉଣ୍ଡେସନକୂୁ ‘ଆପେକ୍ସ ଇଣ୍ଡିଆ ସିଏସ୍ଆର ଇନୋଭେସନ’ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଗୋଆଠାରେ ଆପେକ୍ସ ଇଣ୍ଡିଆ ଓଏସ୍ଏଚ୍ଇ ସସ୍ଷ୍ଟେନେବୁଲ ସମ୍ମିଳନୀରେ ଆୟୁଷ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ…

କୃଷ୍ଣସାର ମୃଗ ଶିକାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ

ଯୋଦ୍ଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଶୁକ୍ରବାର ଯୋଦ୍ଧପୁର କୋର୍ଟରେ ହାଜର ହେବାନେଇ ଆଦେଶ ଜାରି କରିଥିଲେ କୋର୍ଟ । ମାତ୍ର କୋର୍ଟର ନୋଟିସକୁ ବେଖାତିର କରିଛନ୍ତି ସଲମାନ । ଆଜି ଏହି ମାମଲାର ଶୁଣାଣି ଥିବାବେଳେ ସଲୁ କିନ୍ତୁ କୋର୍ଟରେ…