Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟରେ ତାତିଲେ ଛାତ୍ରଛାତ୍ରୀ, କୁଳପତିଙ୍କ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଥିବା ବେଳେ ସୋମବାର ଦିନ ଛାତ୍ରଛାତ୍ରୀ ମାନେ ଭିସି ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଫିସରେ ତାଲା ପକାଇ ଦେଇଛନ୍ତି । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ରଛାତ୍ରୀମାନେ…

ଏସସିଇଆରଟିର ପାଠ୍ୟ ପୁସ୍ତକରେ ତ୍ରୁଟି

ଭୁବନେଶ୍ୱର: ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ଦ୍ୱାରା ପ୍ରକାଶିତ ୩ୟ ଏବଂ ୯ମ ଶ୍ରେଣୀ ବହିରେ କିଛି ତଥ୍ୟଗତ ତ୍ରୁଟି ଦେଖିବାକୁ ମିଳିଛି । ତୃତୀୟ ଶ୍ରେଣୀର ସାହିତ୍ୟ ବହିର ୩୨ ନଂ ପୃଷ୍ଠାରେ ଥିବା ‘ତୁଳସୀ ଦୁଇ ପତ୍ରରୁ ବାସେ’ ଅଧ୍ୟାୟରେ ପ୍ରଖ୍ୟାତ୍…

‘ଫନି’ ପ୍ରଭାବିତ ଡଙ୍ଗା ମାଲିକଙ୍କୁ ଓଡିଶା ସରକାରଙ୍କ ଆର୍ଥୀକ ସହାୟତା ପ୍ରଦାନ

ପୁରୀ: ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନି ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପ୍ରାୟ ୭୮୯ ଟୁରିଷ୍ଟ ବୋର୍ଟ ମାଲିକଙ୍କୁ ୮.୩୩ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ଓଡିଶା ସରକାର । ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ରବିବାର ଦିନ ସାତପଡାରେ ‘ଫନି ପ୍ରଭାବିତ ଡଙ୍ଗା…

ସତ୍ୟେନ୍ଦ୍ର, ସ୍ୱସ୍ତିକ ଓ ଅନନ୍ତଙ୍କୁ ‘ସରୋଜ ମହାସୁଆର’ ସମ୍ମାନ

ଭୁବନେଶ୍ୱର: ଚଳିତ ବର୍ଷର ‘ସରୋଜ ମହାସୁଆର’ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ସ୍ୱସ୍ତିକ ସାମଲ ଏବଂ ରାଜ୍ୟର ୨ ଜଣ ଅମ୍ପାୟାର୍ ସତ୍ୟେନ୍ଦ୍ର ମହାନ୍ତି ଓ ଅନନ୍ତ ବାସୁଦେବ ମିଶ୍ର । ଯୁବ କ୍ରିକେଟର୍ ବର୍ଗ ଲାଗି ସ୍ୱସ୍ତିକ୍ ଏବଂ ଶ୍ରେଷ୍ଠ ଅମ୍ପାୟାର ଭାବେ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୯-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୬ରିଖ ସୋମବାର ସିଂହ ୩୧ଦିନ ଅଶ୍ବିନ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-:…

ହସ୍ପିଟାଲରେ ପାଠ ପଢିବେ ଜଗା-କାଳିଆ, ଖୁବଶୀଘ୍ର ହେବ ଖପୁରୀ ପ୍ରତିରୋପଣ

କଟକ: କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଯାଆଁଳା ଶିଶୁ ଜଗା-କାଳିଆ ମଧ୍ୟରୁ ଜଗାର ଖପୁରୀ ପ୍ରତିରୋପଣ କରାଯିବ । ଜଗାକୁ ଏହି ଖପୁରୀ ଏକ 'ବୋନ ବ୍ୟାଙ୍କ'ରୁ ପ୍ରାପ୍ତ ହେବାକୁ ଥିବା ନେଇ ରବିବାର ଦିନ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଜଗାର ଖପୁରୀ ପ୍ରତିରୋପଣ ପାଇଁ…

ନିୟମିତ ଖାଆନ୍ତୁ ଜହ୍ନି, ନିୟନ୍ତ୍ରଣରେ ରହିବ ଡାଇବେଟିସ

ଭୁବନେଶ୍ୱର: ସବୁଜ ପନିପରିବା ଦେହ ପାଇଁ କେତେ ଉପକାରୀ ତାହା ବିଷୟରେ ପ୍ରାୟ ସମସ୍ତଙ୍କୁ ଜଣାଥାଏ । କଣ ଆପଣ ଜାଣନ୍ତି ନିୟମିତ ଜହ୍ନି ଖାଇଲେ ମିଳିଥାଏ ଅନେକ ଉପକରିତା । ଜାଣନ୍ତୁ... ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ସେହିପରି…

ଗୋଦାବରୀ ନଦୀରେ ବୁଡ଼ିଲା ଯାତ୍ରୀବାହି ଡଙ୍ଗା, ୧୧ ମୃତ

ଦେବିପଟନମ୍: ଆନ୍ଧ୍ରପ୍ରଦେଶର ଦେବିପଟନମ୍ ନିକଟରେ ଗୋଦାବରୀ ନଦୀରେ ରବିବାର ଦିନ ଏକ ଯାତ୍ରୀବାହି ଡଙ୍ଗା(ଟ୍ୟୁରିଷ୍ଟ ବୋଟ୍) ବୁଡି ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଟ୍ୟୁରିଷ୍ଟ ବୋଟରେ ଥିବା ୬୧ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଗଣମାଧ୍ୟମରେ…

ଘଡଘଡି ସହ ବର୍ଷା ଆଶଙ୍କା: ୧୦ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ରାତି ୮ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…

ଟ୍ରାଫିକ୍ ନିୟମ୍ କଡାକଡି: ବାଇକ୍ ଚାଳକଙ୍କୁ ୨୨ ହଜାରରୁ ଅଧିକ ଫାଇନ୍

ବଲାଙ୍ଗିର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ରବିବାର ଦିନ ବଲାଙ୍ଗିରରେ ଜଣେ ବାଇକ୍ ଚାଳକ ଉପରେ ଲାଗିଛି ପ୍ରାୟ ୨୨ ହଜାର ୫୦୦ ଟଙ୍କାର ଜୋରିମାନା । ଉକ୍ତ…