Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶାରୁ ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି

କଟକ: ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ରବିବାର ଦିନ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ୧୬ ଜଣିଆ ଓଡିଶା ଦଳର ଘୋଷଣା କରାଯାଇଛି । ଓସିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ୨ଟି ମ୍ୟାଚ୍ ଲାଗି ଏହି ଦଳ ଘୋଷିତ ହୋଇଛି । ଆସନ୍ତା ଡିସେମ୍ବର ୯ ତାରିଖରେ ଓଡିଶାର ରଣଜୀ…

ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କୋରାପୁଟ: ନକ୍ସଲମାନଙ୍କ ପିଏଲଜିଏ ସପ୍ତାହ ସୋମବାର ଠାରୁ ଆରମ୍ଭ ହେଉଛି । ଏହାକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୮ ଦିନଧରି ଏହି ସପ୍ତାହ ପାଳନ ହେବାକୁ ଯାଉଥିବା ବେଳେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ବସ୍ ଗୁଡିକର ଚଳାଚଳ ବନ୍ଦ…

ଝାଡ଼ଖଣ୍ଡ ନିର୍ବାଚନ: ଓଡ଼ିଆ ଭାଷାଭାଷୀ ଖରସୁଆଁ ଅଞ୍ଚଳରେ ପ୍ରଚାର କଲେ ଧର୍ମେନ୍ଦ୍ର

ଋାଞ୍ଚି: ଝାଡ଼ଖଣ୍ଡରେ ୧ମ ପର୍ଯ୍ୟାୟ ଭୋଟଗ୍ରହଣ ସମାପ୍ତ ହେବାପରେ ଏବେ ଅବଶିଷ୍ଟ ଆସନ ଗୁଡ଼ିକରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟର ୮୧ଟି ବିଧାନସଭା ଆସନ ମଧ୍ୟରୁ ୧ମ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୩ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେପି ନେତା ତଥା…

ଜାଣନ୍ତୁ, ଟ୍ୱିନସିଟିରେ କେତେ ରହିଛି ଗାଡି ଚଳାଇବାର ଗତି

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଗାଡିର ସ୍ପିଡ୍ ଧାର୍ଯ୍ୟ କରାଯାଇଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ମଧ୍ୟ…

ବାବା ରାମଦେବଙ୍କ ପତଞ୍ଜଳୀକୁ ମିଳିଲା ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ବାବା ରାମଦେବଙ୍କ ପରିଚାଳିତ ପତଞ୍ଜଳୀ କମ୍ପାନୀ ତରଫରୁ ଶୁକ୍ରବାର କୁହାଯାଇଛି ଯେ ଋଣ ପରିଶୋଧ ପ୍ରକ୍ରିୟାରେ ରୁଚି ସୋୟାକୁ ଅଧିଗ୍ରହଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ସମୂହ ସହିତ ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ ବ୍ୟବସ୍ଥା ହୋଇଛି , ଏଥିରୁ ଏସବିଆଇ ସବୁଠୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୨ ରିଖ ସୋମବାର ବିଛା ୧୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ନଭେମ୍ବର ମାସରେ ଜିଏସଟି ସଂଗ୍ରହରେ ବୃଦ୍ଧି, ୬% ବଢି ସଂଗ୍ରହ ହେଲା ୧.୦୩ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ ନଭେମ୍ବର ମାସରେ ବଢି ଗତ ତିନିମାସ ପରେ ଏହା ଏକ ଲକ୍ଷ କୋଟି ସଂଗ୍ରହ ଟପିଲା | ଏକ ବର୍ଷ ପୂର୍ବେ ଏହି ମାସ ତୁଳନାରେ ଛଅ ପ୍ରତିଶତ ବଢି ୧.୦୩ ଲକ୍ଷ କୋଟି ଟଙ୍କା ହୋଇଛି | ଏହା ପୂର୍ବ ମାସ ଅକ୍ଟୋବରରେ ଜିଏସଟି ସଂଗ୍ରହ ୯୭,୬୩୭ କୋଟି…

ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲର କାଠରେ ତିଆରି ହେଲା ଷ୍ଟାଡିିିୟମ

ଟୋକିଓ: ଜାପାନରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇ ପାଇଁ ନିର୍ମିତ ହୋଇଥିବା ଏକ ଷ୍ଟାଡିୟମ ଏବେ ସମସ୍ତଙ୍କୁ ଆକୃଷ୍ଟ କରୁଛି । ଏହାର ମୂଖ୍ୟ କାରଣ ହେଲା ୨୦୧୧ ସୁନାମୀରେ କ୍ଷତିଗ୍ରସ୍ତ ହୋଇଥିବା ଜଙ୍ଗଲର କାଠରେ ଏହା ନିର୍ମିତ୍ ହୋଇଛି । ଷ୍ଟାଡିୟମ ମାଧ୍ୟମରେ ଜାପାନ ପ୍ରକୃତି ସହ ଯୋଡି ହୋଇ…

ହାର୍ ମାନି ନାହାନ୍ତି ଦିବ୍ୟାଙ୍ଗ ଆଶୀଷ; ୧୮ କିମି ସ୍କୁଟର୍ ଚଲାଇ ଆସନ୍ତି ଅଫିସ୍ !

ଋାୟପୁର: ଦୃଢ଼ ମନୋବଳ ଥିଲେ ମଣିଷ ହାର ମାନେ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଛତିଶଗଡର ଆଶୀଷ ସୋନୀ । ଦିବ୍ୟାଙ୍ଗ ହେବା ସତ୍ୱେ ସେ ୧୮ କିଲୋମିଟର ସ୍କୁଟର ଚଳାଇ ସଙ୍କରଗଡ ଜନପଦ ପଂଚାୟତ ଅଫିସରେ ପହଁଛନ୍ତି । ହାତ, ଗୋଡ ନ ଥାଇ ମଧ୍ୟ ସେ ନିଜର ଦକ୍ଷତା ଓ ଯୋଗ୍ୟତା ବଳରେ…

ଏଥର ମୁନା ବଦନାମ ହେବ !

ଭୁବନେଶ୍ୱର: ସଲମାନ ଖାଁଙ୍କ ନୂତନ ଫିଲ୍ମ ‘ଦବଙ୍ଗ ୩’ର ମୁନା ବଦନାମ ଗୀତ ଏବେ ଚର୍ଚ୍ଚାରେ । ଦର୍ଶକ ଓ ପ୍ରଶଂସକଙ୍କ ମନ ଜିଣିବା ପାଇଁ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ମୁନା ବଦନାମ ଶୀର୍ଷକ ଗୀତ ପ୍ରସ୍ତୁତ୍ କରିଛନ୍ତି । ସଲମାନ ଖାଁ ଓ ପ୍ରଭୂଦେବାଙ୍କ ଉପସ୍ଥିତି ଓ ଡ୍ୟାନ୍ସ ପ୍ରଶଂସକଙ୍କୁ…