Latest Odisha News

ମାଲକାନାଗିରିରେ ବୁଡ଼ିଲା ଡଙ୍ଗା: ୩ ନିଖୋଜ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ବାଲିମେଲା ଜଳଭଣ୍ଡାରରେ ଡଙ୍ଗା ବୁଡି  ତିନିଜଣ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳ ଗଲରି, ସ୍ତ୍ରୀ ସନଦେଇ ଗଲରି ଓ ତାଙ୍କ ଦୁଇ ଝିଅ ଦୀପାଲି ଓ ସନତା ଶନିବାର ଅପରାହ୍ନରେ ଡଙ୍ଗା ଯୋଗେ ନାକମାମୁଡ଼ିରୁ ତୋତଗୁଡ଼ା…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ପର୍ଶୁରାମ ପଣ୍ଡା

ଭୁବନେଶ୍ୱର:ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର‌୍ୟ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା…

ବଲାଙ୍ଗୀରରୁ ଜବତ ହେଲା ୟୁନିଲିଭରର ନକଲି ସାମ୍ପୋ ଓ ଫେସୱାସ୍

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବଞ୍ଜି ଅଞ୍ଚଳର ଏକ ଦୋକାନରେ ରବିବାର ଦିନ ପୋଲିସ ସହ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ନକଲି ସାମ୍ପୋ ଓ ଫେସୱାସ୍ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ,ଗ୍ରାହକ ମାନଙ୍କ ବାରମ୍ବାର ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି । ଉକ୍ତ…

ଗଞ୍ଜାମରେ ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦିନ ପୂର୍ବରୁ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ସୁଶାନ୍ତ ବେହେରା ଆହତ ହୋଇଥିବା ବେଳେ ରବିବାର ଦିନ ଅନ୍ୟଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ ଧରିବାରେ ସଫଳ ହୋଇଛି । ଆହତ ଅପରାଧୀ ଜଣକ ପ୍ରମୋଦ ବାରିକ (୨୯) ବୋଲି ଜଣାପଡିଛି । ଏହି ଏନକାଉଣ୍ଟରରେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏମସିଏଲ୍ କର୍ମଚାରୀ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ରେଳ ଷ୍ଟେସନ୍ ନିକଟରେ ଏକ କାର୍ ସହ ସ୍କୁଟର ଧକ୍କା ହେବା ଫଳରେ ରବିବାର ଦିନ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ରାଜେନ୍ଦ୍ର ମିଶ୍ର ଏବଂ ସେ ମହାନଦୀ କୋଲ୍ ଲିମିଟେଡ୍ (ଏମସିଏଲ)ର କର୍ମଚାରୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ…

ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଦନ୍ତା ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଗତ ୧୩ ତାରିଖରେ ଏହି ୧୦ ବର୍ଷ ଦନ୍ତା ହାତୀଟି କୌଣସି କାରଣବଶତଃ ଅସୁସ୍ଥ ହୋଇପଡିଥିଲା । ତେବେ…

ଦୁଇଟି ଅଣୁ ଗଳ୍ପ

ଦୁଇଟି ଅଣୁ ଗଳ୍ପ ଯୋଗେଶ୍ୱର ପଣ୍ଡା ୧. ଝିଟିପିଟି ସ୍ତ୍ରୀ- ଶୁଣୁଛ କି ! ଏ ଝିଟିପିଟି ଯୋଗୁଁ ମୁଁ ଆଉ ଏ ଘରେ ରହି ପାରିବିନି । ଘରଯାକ ଅସନା କରିଦେଉଛନ୍ତି ଝାଡା ଫେରିଫେରି ସବୁଆଡେ । ଏମାନଙ୍କୁ ଘଉଡାଇବାର ବ୍ୟବସ୍ଥା କର ଶୀଘ୍ର । ନ ହେଲେ ମୁଁ ଘରୁ ଯିବାର ବ୍ୟବସ୍ଥା କରିବି ଜାଣିଥ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୯-୨୦୧୯ ରବିବାର  ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ... ଆଜି ହେଉଛି ୨୦୧୯ ମସିହା ସେପ୍ଟେମ୍ବର ମାସ ତା ୧୫ରିଖ ରବିବାର ସିଂହ ୩୦ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଉତ୍ତର ଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର…

ଜାଣନ୍ତୁ, କେଉଁ ସ୍ୱପ୍ନ ଦେଖିଲେ କଣ ମିଳିଥାଏ ଫଳ !

ଭୁବନେଶ୍ୱର: ରାତିରେ ଶୋଇବା ସମୟରେ ଆମେ ପ୍ରାୟତଃ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱପ୍ନ ଦେଖିଥାନ୍ତି । ସେଥିରୁ କିଛି ମନେ ରହେ ଆଉ କିଛି ମନେ ରାହେନା । ସ୍ୱପ୍ନ ଦେଖିବା ତ ଅତି ସାଧାରଣ କଥା। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସ୍ୱପ୍ନ ଦେଖିବାର ରହିଛି କିଛି ଖାସ୍ ବିଶେଷତ୍ବ ରହିଛି।…

ଗ୍ରାହକଙ୍କ ପାଇଁ ଖୁସି ଖବର; ୨ ହଜାର ଟଙ୍କା ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ…