Latest Odisha News

BREAKING NEWS

ସ୍ନାନଯାତ୍ରା: ୧୦ଟି ନିଯୋଗ କରିବେ ନୀତି, ଟେଷ୍ଟ୍ ଲାଗି ୭୫ ସେବକଙ୍କଠୁଁ ସ୍ୱାବ୍ ସଂଗ୍ରହ

ପୁରୀ: ମହାମାରୀ କରୋନା ଜିନିତ କଟକଣା ପାଇଁ ଚଳିତ ବର୍ଷ ମହାପ୍ରଭୁଙ୍କ ସ୍ନାନଯାତ୍ରା କମ ସଂଖ୍ୟକ ଦଇତାପତିଙ୍କ ସମେତ ଅନ୍ୟ ୧୦ ଟି ନିଯୋଗର କିଛି ନିର୍ଦ୍ଦିଷ୍ଟ ସେବକ ମାନେ ନୀତି ସମ୍ପନ୍ନ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ: ପୁଣି ଝଲସିବ…

ମାନିଗଲା ମାଲିକ ସଂଘ , କାଲିଠୁ ଗଡିବ ଘରୋଇ ବସ୍‌

ଭୁବନେଶ୍ୱର: ଶେଷରେ ସାରା ରାଜ୍ୟରେ ଗଡିବ ଘରୋଇ ବସ୍ । ଆସନ୍ତାକାଲିଠାରୁ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘୋଷଣା କରିଛି ବସ୍ ମାଲିକ ସଂଘ । ବସ୍ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତି ନେବାକୁ ଆଜି ଚଣ୍ଡିଖୋଲରେ ଘରୋଇ ବସ ମାଲିକ ସଂଘ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକରେ ସମସ୍ତ ଜିଲ୍ଲାର…

ସକାଳେ ୭୬ ଆକ୍ରାନ୍ତ, ଅପରାହ୍ଣରେ ୭୯ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ସକାଳେ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢାଇଥିବା ବେଳେ ଅପରାହ୍ôଣରେ ଆସିଛି ଆଶ୍ୱସ୍ତିର ଖବର । ଆଜି ସୁସ୍ଥ ହୋଇଛନ୍ତି ଆଉ ୭୯ ଜଣ ଆକ୍ରାନ୍ତ । ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେମାନଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ…

ଆସନ୍ତୁ ଜାଣିବା କରୋନା ପରେ ସଚିନଙ୍କ କେଉଁ କେଉଁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି କୋହଲି

ମୁମ୍ବାଇ:ଅନ୍ତର୍ଜାତୀୟ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭଙ୍ଗ କରିବା ଏକ ସ୍ୱପ୍ନ ପରି ମନେ ହେଉଥିଲା । ମାତ୍ର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରଶଂସକଙ୍କ ମନରେ ଆଶା ସଂଚାର କରିଛନ୍ତି । କରୋନା ଭାଇରସ ଯୋଗୁ ତାଙ୍କ ରନ…

ଭିଜିଲାନ୍ସ ଜାଲରେ ବନବିଭାଗ କର୍ମଚାରୀ, ଲାଞ୍ଚ ନେଇ ଧରାପଡିଲେ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ବନବିଭାଗ କର୍ମଚାରୀ । ଗଂଜାମ ଜିଲ୍ଲା ସୋରଡା ରେଂଜର ପିପଲପଙ୍କକ୍ଷ ଫରେଷ୍ଟା ଗାର୍ଡ ବିଷ୍ଣୁପ୍ରିୟା ଦାସ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ୧୦ ହଜାର ଟଙ୍କା ଲାଂଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଙ୍ଗଲ ଜମି ପାଇଁ ସୋରଡା ଥାନା ଧଉଗାମ୍…

ପୁଣି ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ୱର: ପୁଣି ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର । ଆରମ୍ଭ ହେବ ପୁରୀ ଓ ଲିଙ୍ଗରାଜ ମନ୍ଦିର ଉନ୍ନତି କାମ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଅଲୋଚନା ପରେ ପୂର୍ବଭଳି ନିର୍ମାଣ କାମ…

ପଙ୍ଗପାଳ ଆକ୍ରମଣ ନେଇ ଚାଷୀ ଛନକା, ଓୟୁଏଟି ଦେଲା ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ମୁହାଁ ପଙ୍ଗପାଳ । ଏହାକୁ ନେଇ ଚାଷୀ ମଧ୍ୟରେ ଛନକା ପସିଛି । ପାକିସ୍ତାନରୁ ବାହାରିଥିବା ଏଇ ପଙ୍ଗପାଳ ରାଜସ୍ଥାନର ୧୮ ଜିଲ୍ଲାରେ ଫସଳ ନଷ୍ଟ କରିବା ପରେ ମଧ୍ୟପ୍ରଦେଶକୁ ଏଣ୍ଟ୍ରୀ କରିଥିଲା । ସେଠାରେ ୧୨ ଜିଲ୍ଲାର ଫସଲ ସଫା କରିଦେବା ପରେ ଏବେ ଉତ୍ତରପ୍ରଦେଶର ଫସଳ ନଷ୍ଟ…

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା…

ଉପରେ ପରିବା ଭିତରେ ମଦ, ଯାଜପୁରରୁ ଜବତ ହେଲା ପେଟି ପେଟି ମଦ

ଯାଜପୁର: ଉପରେ ପରବା ଭିତରେ ମଦ । ଯାଜପୁର ପରିବା ଗାଡିରୁ ଜବତ ହେଲା ପେଟି ପେଟି ମଦ । କଲିକତାରୁ ପରିବା ଗାଡିରେ ବିଦେଶୀ ମଦ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡିଛି । ଆଜି ସକାଳୁ ଏକ ପିକଅପ ଭ୍ୟାନରୁ ୫ଟି ଟ୍ରେରେ ୪୫ ଲିଟର ମଦ ଜବତ ହୋଇଛି । ଜବତ ମଦର ଦାମ୍ ୩ରୁ ୪ ଲକ୍ଷ ଟଙ୍କା…

ଟ୍ୟାକ୍ସ ମାମଲାରେ ବିସିସିଆଇ-ଆଇସିସି ସାମ୍ନା ସାମ୍ନି: ଟି୨୦ ବିଶ୍ୱକପ ଘୁଂଚିପାରେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟ୍ୟାକ୍ସ ମାମଲାରେ ସାମ୍ନା ସାମ୍ନି ହୋଇଛନ୍ତି । ଫଳରେ ଟି୨୦ବିଶ୍ୱକପ ୨୦୨୧ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଆୟୋଜକ ଭାରତଠାରୁ ଆଇସିସି ଟ୍ୟାକ୍ସ ଛାଡ…