ସର୍ବନିମ୍ନ ଛାତ୍ରଛାତ୍ରୀ କ୍ଷମତା ନଥିବା କଲେଜକୁ ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ସର୍ବନିମ୍ନ ଛାତ୍ରଛାତ୍ରୀ ସଂଖ୍ୟା ବଜାୟୀ ରଖିବାରେ ଅସମର୍ଥ ହୋଇଥିବା ତିନୋଟି କଲେଜ ବନ୍ଦ କରିବାକୁ ଘୋଷଣ କରିଛନ୍ତି ରାଜ୍ୟ ସରକାର। ଏହାସହ ୧୦ ଟି କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି।
ଏହି କଲେଜ ଗୁଡିକରେ ଲଗାତାର ୩ ବର୍ଷ ଧରି ୨୫% ରୁ କମ୍…