Latest Odisha News

BREAKING NEWS

ଜଣେ ଦୃଢ ପ୍ରଶାସକ ଭାବେ ପରିଚିତ ଥିଲେ ବାଜପେୟୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ଜଣେ କବି, ବକ୍ତା, ରାଜନୀତିଜ୍ଞ, ସମାଜ ସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ଖ୍ୟାତି ଅର୍ଜନ କରିଥିବା ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ । ସେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ୱାଲିୟରରେ ଜନ୍ମଗ୍ରହଣ…

ସଟ୍‌ଡାଉନ୍ ବେଳେ ବାର୍‌ରେ ଖୁଲମ୍‌ଖୁଲା ମଦ ବିକ୍ରି

ଭୁବନେଶ୍ୱର: ରାଜଧାନୀରେ ସଟ୍‌ଡାଉନ୍ ସମୟରେ ଚାଲିଛି ଖୁଲମ୍‌ଖୁଲା ମଦ ବିକ୍ରି । ସବୁ ବାର୍ ବନ୍ଦ ଥିବା ବେଳେ ଖୋଲାଖୋଲି ଭାବେ ବାର୍‌ରେ ମଦ ବିକ୍ରି କରୁଛନ୍ତି ମଦ ବ୍ୟବସାୟୀ । ଭୁବନେଶ୍ୱର ଗ୍ୟାରେଜ ଛକରେ ଥିବା ହୋଟେଲ ଉତ୍କଳ ଇନରେ ଖୋଲାଖୋଲି ଚାଲିଥିଲା ମଦ ବେପାର । ଏଭଳି ଏକ ଭିଡିଓ ଏବେ…

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଦିଲଜିତ୍‌; କହିଲେ ‘ହଜମ ହେଉନି ଆତ୍ମହତ୍ୟା କରିବା କଥା’

ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ଗାୟକ ତଥା ଅଭିନେତା ଦିଲଜିତ ଦୋସନ୍‌ଝ । ଦିଲଜିତ୍ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି,…

ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶ । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେବେ କେଉଁଠି ବିଧାନସଭା ବସିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ହୋଇନାହିଁ । ବିଧାନସଭା କି ଲୋକସେବା ଭବନରେ ବସିବ, ସେନେଇ ନିଷ୍ପତ୍ତି ହେବ…

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର: ଗାୟକ ସରୋଜ ଅନନ୍ତ ଚରଣ ମହାପାତ୍ର

ପାଲା ଆକାଶର ଉଜ୍ୱଳ ନକ୍ଷତ୍ର ଗାୟକ ସରୋଜ ଶ୍ରୀଯୁକ୍ତ ଅନନ୍ତ ଚରଣ ମହାପାତ୍ର । ମାଆ ସାରଳାଙ୍କ ବରପୁତ୍ର ଶ୍ରୀଯୁକ୍ତ ମହାପାତ୍ର ରାଜ୍ୟର ପୁରପଲ୍ଲୀରେ ପ୍ରତିଷ୍ଠା ଅର୍ଜନ କରିବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ…

ମାଲକାନଗିରିରେ ୧୨ଶହ ଟପିଲା କରୋନା ସଂକ୍ରମଣ

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୯୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୪ ଜଣ…

ସୁଧୁରୁଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା; ସୂଚନା ଦେଲେ ପୁଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ପୂର୍ବ ତୁଳନାରେ ଭଲ ଥିବା ରବିବାର ଦିନ କହିଛନ୍ତି ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ । “ଗତକାଲି ମୁଁ ବାପାଙ୍କୁ ଦେଖା କରିବାକୁ ହସ୍ପିଟାଲ୍ ଯାଇଥିଲି । ଭଗବାନଙ୍କ କୃପା ଓ ଆପଣ ମାନଙ୍କ ଶୁଭେଚ୍ଛା ଫଳରେ…

ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି ଓ କୋବିନ୍ଦ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୨୦୧୮ ମସିହା ଆଜିର ଦିନରେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ…

ଧୋନି ଯୁଗର ଅବସାନ: ରନ୍ ଆଉଟରୁ ଆରମ୍ଭ, ରନ୍ ଆଉଟରେ ଶେଷ

ଭୁବନେଶ୍ୱର: କ୍ରିକେଟରୁ ଅଲବିଦା କହିଛନ୍ତି ମହେନ୍ଦ୍ର ସିଂହ ଧୋନି । ଅବସର ଘୋଷଣା କରିଛନ୍ତି । ଏବେ କେବଳ ଫଟାଫଟ କ୍ରିକେଟରେ ଧୋନିଙ୍କ ବ୍ୟାଟିଂ ଜଲଓ୍ୱା ଦେଖିବାକୁ ମିଳିବ । କ୍ରିକେଟ ଓ ଭାରତୀୟ କ୍ରିକେଟ ସେ ଯାହା କରି ଯାଇଛନ୍ତି ତାହା ଇତିହାସରେ ଲିପିବଦ୍ଧ ହୋଇଛି । ୧୫ ବର୍ଷ ପୂର୍ବେ ନୀଳ…

୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କଲେ ଅନୁରାଧା

ନୂଆଦିଲ୍ଲୀ: ଜର୍ମାନୀ ପକ୍ଷରୁ ଖେଳୁଥିବା ଭାରତର ମହିଳା କ୍ରିକେଟ ଖେଳାଳି ୪ ବଲରେ ୪ ଉଇକେଟ ନେଇ ବିଶ୍ୱରେକର୍ଡ କରିଛନ୍ତି । ଅଷ୍ଟ୍ରିଆ ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚରେ ଜର୍ମାନୀ ଅଧିନାୟକ ଅନୁରାଧା ଡୋଡାବଲ୍ଲାପୁର ଏହି ସଫଳତା ହାସଲ କରିଛନ୍ତି । କରୋନା ଭାଇରସ ପ୍ରଭାବ କିଛି ମାତ୍ରାରେ…