Latest Odisha News

BREAKING NEWS

ରାସ୍ତାକଡ଼ରେ ଗରିବଙ୍କ ପାଇଁ ଖୋଲିଛି ପସରା: ରହିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀ

ଯାଜପୁର: ରାସ୍ତା କଡରେ ଲାଗିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀର ଷ୍ଟଲ । ଆଉ ଏହି ଷ୍ଟଲ ରୁ ମନପସନ୍ଦ ଅନୁସାରେ ନିଜ ହାତରେ ଖାଦ୍ୟ ସାମଗ୍ରୀ ନେଉଛନ୍ତି ଦିବ୍ୟାଙ୍ଗ, ଭିକ୍ଷୁକ ଓ ବେଶାହାରା ଲୋକେ । ତାହା ପୁଣି ସମ୍ପୁର୍ଣ୍ଣ ମାଗଣାରେ । ଏଭଳି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର…

ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ

ବେଜିଂ: ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ସେନାକୁ ଯୁ୍‌ଦ୍ଧ ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ସମସ୍ତ ପଡୋଶୀଙ୍କ ସହ ଅଶାନ୍ତିକର ବାତାବରଣ ସୃଷ୍ଟି କରିଥିବା ଚୀନକୁ ଏବେ ଯୁଦ୍ଧ ଭୟ ଘାରିଛି । ଭାରତ, ତାଇୱାନ ଓ ହଂକଂକୁ ଆମେରିକାର ସମର୍ଥନ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୬ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୬ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ପୋଖରୀରେ ବୁଡି ଯୁବ ସେବାୟତଙ୍କ ମୃତ୍ୟୁ

ପୁରୀ: ସାଙ୍ଗମାନଙ୍କ ସହ ଶଙ୍କରେଶ୍ୱର ବୁଲିଯିବା ପୁରୀର ଯୁବ ସେବକ ବିଶ୍ୱନାଥ ପ୍ରଧାନୀ(୨୩)ଙ୍କ ପାଇଁ କାଳ ହୋଇଛି । ପୋଖରୀରେ ସ୍ନାନ କରୁଥିବା ବେଳେ ବିଶ୍ୱନାଥଙ୍କ ଗୋଡ ଖସି ଯାଇଥିଲା । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗମାନେ ଚିତ୍କାର କରି ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ସେତେବେଳକୁ…

ଲୋକପ୍ରିୟ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ବିଗତ କିଛିଦିନ ହେବ ଡାଇବେଟିସ୍…

ପଶ୍ଚିମବଙ୍ଗକୁ ଓଡ଼ିଶାର ସହାୟତା: ପଠାଗଲା ୫ ଶହ ଟନ ପଲିଥିନ

ଭୁବନେଶ୍ୱର: ବତ୍ୟା ଅମ୍ଫାନରେ ପ୍ରବଳ କ୍ଷୟକ୍ଷତିର ସାମ୍ନା କରିଥିବା ପଶ୍ଚିମବଙ୍ଗକୁ ପୁଣିଥରେ ସହାୟତାର ହାତ ବଢାଇଛି ଓଡିଶା । ବାତ୍ୟା ଅମ୍ଫାନରେ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳ। ଏଥିରେ ଅନେକ ଘରର ଛାତ ଉଡ଼ିଯିବା ସହ ବାସହରା ହୋଇ ଖୋଲା ଆକାଶ ତଳେ…

ଅଣାୟତ୍ତ କରୋନା: ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଦେଶର ସମସ୍ତ ସ୍କୁଲ ଖୋଲିବା ନେଇ ଅନୁମତି ଦେଲା ଗୃହ ମନ୍ତ୍ରାଳୟ! କେତେ ସତ କେତେ ଗୁଜବ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା। ଲୋକମାନେ ମଧ୍ୟ ଏହାକୁ ନେଇ ସଚେତନ ହୋଇ ଗଲେଣି । ଅତି ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାନ୍ତି । କରୋନା କଟକଣା ମଧ୍ୟରେ ଦେଶର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଦ ରଖାଯାଇଛି । ମାତ୍ର ଗୃହ ମନ୍ତ୍ରାଳୟ…

ଦେଶରେ ପର୍ଯ୍ୟାୟ କ୍ରମେ ବଢୁଛି ଆରୋଗ୍ୟଙ୍କ ହାର: ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୧.୬୧%

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଭାରତରେ ମଧ୍ୟ ଏହା ନିଜର ପାର୍ଦୁଭାବ ଆରମ୍ଭ କରି ଦେଲାଣି । ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଅନେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ କରୋନା…

ପେଡ୍ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ ହେଲା ଭୁବନେଶ୍ୱରର ୫୬ ଟି ହୋଟେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫୬ ଟି ହୋଟେଲକୁ ପେଡ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) । ଲକଡାଉନ ସମୟରେ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ପୂର୍ବରୁ ୨୨ ଟି ହୋଟେଲ ଚିହ୍ନଟ କରାଯାଇଥିଲା । ଏହି ହୋଟେଲ ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ…