ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ବଢିବ ସେନାର ଶକ୍ତି
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଜିଲ୍ଲା କୁର୍ନୁଲ ଫାୟାରିଂ ରେଞ୍ଜରୁ ବୁଧବାର ଦିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବ ବିହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ (ଏମପି-ଏଟିଜିଏମ୍)ର ସଫଳ ପରୀକ୍ଷଣ ହୋଇଛି ।
ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ସମ୍ପୂର୍ଣ୍ଣ ସ୍ୱଦେଶୀ…