Latest Odisha News

BREAKING NEWS

ଲକ୍‌ଡାଉନ ରେସିପି : ବାଲେଶ୍ୱରରୁ ନିଶ୍ଚିତା ନିବେଦିତାଙ୍କ କଟୋରୀ ଚାଟ୍‌

ଭୁବନେଶ୍ୱର : www.odishabytes.com  ଓ www.odishasambad.in ପକ୍ଷରୁ ଏପ୍ରିଲ ମାସ ଶେଷ ସପ୍ତାହରୁ ଆରମ୍ଭ ହୋଇଥିଲା ଲକ୍‌ଡାଉନ ରେସିପି ପ୍ରତିଯୋଗିତା । ଏଥିରେ ବହୁ ସଂଖ୍ୟାରେ ଭାଗ ନେଇ ପ୍ରତିଯୋଗୀ ଆମକୁ ତାଙ୍କର ଇନୋଭେଟିଭ୍ ରେସିପି ପ୍ରସ୍ତୁତ କରି ଭିଡିଓ ପଠାଇଥିଲେ । ଏହାକୁ ଆମେ…

ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୩ ଗୁରୁତର

ଖୋର୍ଦ୍ଧା: ରାତି ଅଧରେ ପୂର୍ବତନ ସରପଞ୍ଚଙ୍କ ଘର ଉପରେ ବୋମାମାଡ଼ । ଖୋର୍ଦ୍ଧା ବାଘମାରୀରେ ଘଟିଛି ଏଭଳି କାଣ୍ଡ । ବାଘମାରୀ ଥାନା ଭୋଗଡ଼ା ଗାଁରେ ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ଏଥିରେ ତାଙ୍କ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହାଛଡ଼ା…

ମଦ ଦୋକାନରେ ପହଞ୍ଚାଇ ଦେବାକୁ ଟ୍ୱିଟ କରି ସୋନୁ ସୁଦଙ୍କୁ ଅନୁରୋଧ କଲେ ଯୁବକ; କ’ଣ ଉତ୍ତର ଦେଲେ ସୋନୁ, ଜାଣନ୍ତୁ

ମୁମ୍ବାଇ: ଲକଡାଉନ୍ ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଅନେକ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ । ସୋନୁଙ୍କ ଏହି ବଦାନ୍ୟତା ଯୋଗୁଁ ସେ ସାରା ଦେଶରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ସୋନୁ ସୁଦ…

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ସାହସୀ ଓଡ଼ିଆଙ୍କ ପାଇଁ ସୋନା ମହାପାତ୍ରଙ୍କ ଆଗାମୀ ସଙ୍ଗୀତ…

ମୁମ୍ବାଇ: ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର। ସ୍ରୋତା ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ସଙ୍ଗୀତ । ଯାହାର ଶୀର୍ଷକ ରଖାଯାଇଛି ‘ନୀଳମଣି’ । ସୋନା ଏହି ସଙ୍ଗୀତଟିକୁ ଓଡ଼ିଶାର ସାହସୀ ଲୋକମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଯେଉଁମାନେ ନିକଟରେ ଆମ୍ଫାନ ସମେତ ଅନେକ ବାତ୍ୟା ଓ…

ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ବାଲେଶ୍ୱରରେ ବ୍ୟାପକ ବ୍ୟବସ୍ଥା

ବାଲେଶ୍ଵର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ଏଥିଲାଗି ବାଲେଶ୍ୱର ଜିଲ୍ଲାରେ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାୟାଇଛି । ଚଳିତବର୍ଷ ଜିଲ୍ଲାରୁ ୩୧ ହଜାର ୪୯୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଆଉ ମୂଲ୍ୟାୟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋଟ୍ ୪ଟି…

ଆଜିଠୁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆଜିଠାରୁ ଟ୍ୱିନସିଟିରେ ଆରମ୍ଭ ହେବ ମୋ ବସ୍ ସେବା । କଟକ ଓ ଭୁବନେଶ୍ୱରରେ ପ୍ରାୟ ୭ଟି ରୁଟ୍‌ରେ ଏହି ବସ ଚାଲିବା ନେଇ ସୂଚନା ମିଳିଛି । କ୍ରୁଟ ପକ୍ଷରୁ ଜାରି ଗାଇଡ଼ଲାଇନ ଅନୁଯାୟୀ ଯାତ୍ରୀ ମାନେ ବସରେ ଯାତ୍ରା କରି ପାରିବେ। ଗାଇଡ଼ଲାଇନ ଅନୁଯାୟୀ ସକାଳ ୭ରୁ ସନ୍ଧ୍ୟା ୭ଟା…

ଚଳିତଥର କୋଭିଡ-୧୯ ଗାଇଡଲାଇନ ଅନୁସାରେ ହେବ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ତେବେ କରୋନା ମହାମାରୀ ପାଇଁ ଚଳିତବର୍ଷ ଖାତାଦେଖା ପ୍ରକ୍ରିୟାରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । କରୋନା ପାଇଁ ଏଥର ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ହେବାକୁ ଥିବାବେଳେ ପ୍ରତି ପର୍ଯ୍ୟାୟର ଅବଧି ରହିଛି ୨୫ରୁ ୩୦ ଦିନ । ପ୍ରଥମ…

କରୋନା ନିଆଁରେ ଝାସ ଦେଲେ କୋଭିଡ ଯୋଦ୍ଧା; ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଏମ୍ସର ପରିମଳ ମୁଖ୍ୟ

ନୂଆଦିଲ୍ଲୀ: କରୋନା ନିଆଁରେ ଝାସ ଦେଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ ଯୋଦ୍ଧା । ନୂଆଦିଲ୍ଲୀ ସ୍ଥିତ ଏମ୍ସର ବରିଷ୍ଠ ପରିମଳ ପର୍ଯ୍ୟବେକ୍ଷକ ହୀରା ଲାଲଙ୍କର ସୋମବାର ଦିନ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ଘଟିଛି। ହୀରା ଲାଲ ଗତ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ…

ନାବାଳିକା ଝିଅକୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲା ମା’

କଟକ: କଟକ କାଠଯୋଡ଼ି ବିହାର ଅଞ୍ଚଳର ଜଣେ ମହିଳା ନିଜ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ମହିଳାଙ୍କ ନାମ ମନୁ ଓଝା। ସୂଚନାନୁସାରେ, ମନୁ ଓଝା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ୬ ବର୍ଷର ଝିଅ ସହିତ କାଠଯୋଡ଼ି ବିହାରରେ ରହୁଥିଲେ। ୨୫ ବର୍ଷୀୟ ଏହି ମହିଳା ଜଣଙ୍କ…

କାର୍ଯ୍ୟକ୍ଷମ ହେଲା ବିମାନବନ୍ଦର; ଏବେ ହୋଟେଲ ଖୋଲିବାକୁ ସରକାରଙ୍କୁ ନିବେଦନ କଲା ସଂଘ

ଭୁବନେଶ୍ୱର: କାର୍ଯ୍ୟକ୍ଷମ ହେଲା ଭୁବନେଶ୍ୱର ବିମାନବନ୍ଦର। ତେବେ ଲକଡାଉନ ଯୋଗୁଁ ବନ୍ଦ ହୋଇ ପଡି ରହିଥିବା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଗୁଡିକୁ ଖୋଲିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା (HRAO) । ଭୁବନେଶ୍ୱର ମ୍ୟୁନିସିପାଲ…