ମାର୍ଚ୍ଚ ୨୧ ମାଓ ହମଲାର ଭିଡିଓ ଜାରି କଲେ ମାଓବାଦୀ
ମାଲକାନଗିରି: ମିନିପା ଜଙ୍ଗଲରେ ହୋଇଥିବା ଏନକାଉଂଟରର ଭିଡିଓ ଜାରି କଳା ମାଓବାଦୀ ସଂଗଠନ । ମାର୍ଚ୍ଚ ୨୧ ତାରିଖରେ ଛତିଶଗଡକ ସୁକମା ଜିଲ୍ଲାର ବୁର୍କାପାଲ ଥାନା ଅଂଚଳର ମିନପା ଜଙ୍ଗଲରେ ମୁହାଁ ମୁହିଁ ଯବାନ ଓ ମାଓବାଦୀ ହୋଇଥିଲେ । ଏହି ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ…