କୋର୍ଟକୁ ଟଣାହେଲେ ମଦ୍ୟପ ଗାଡି ଚାଳକ
କଟକ: ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ଦିନ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯିବ ।
ଅଭିଯୁକ୍ତ ରାକେଶ ପଣ୍ଡାକୁ ଶୁକ୍ରବାର ଦିନ କଟକ ଚାଉଳିଆଗଞ୍ଜ ଅଞ୍ଚଳର ନୂଆବଜାରରୁ ଗିରଫ କରାଯାଇଥିଲା ।
ଗତକାଲି ବିଳମ୍ବିତ ରାତିରେ ରାକେଶ ନିଶାଶକ୍ତ ହୋଇ…