ସାବିତ୍ରୀ ପାଇଁ ବିରଜା ମନ୍ଦିରରେ ଲାଗିବ ୧୪୪ ଧାରା
ଯାଜପୁର: ଆସନ୍ତାକାଲି ବିରଜା ମନ୍ଦିରରେ ଲାଗୁ ହେବ ୧୪୪ ଧାରା । ଏନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସାବିତ୍ରୀ ବ୍ରତ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ କହିଛି ।
ସେପଟେ ଦେବଗଡରେ ମଧ୍ୟ ନିଜ ନିଜ ଘରେ ସାବିତ୍ରୀ ବ୍ରତ ପାଳନ କରିବାକୁ ଜିଲ୍ଲା…