Latest Odisha News

BREAKING NEWS

ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଗଡ଼ିବ ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧା ଲାଗି ଆସନ୍ତା ଜୁନ ୧ ତାରିଖ ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୨୦୦ଟି ସ୍ୱତନ୍ତ୍ର ସମୟ ଘୋଷିତ ହୋଇଥିବା ଟ୍ରେନ୍ ଚଳାଚଳ କରିବ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କ ସୁବଧା ଲାଗି ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୨-୦୫-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ମାସ ତା ୨୨ ରିଖ ଶୁକ୍ରବାର  ବୃଷ ୯ ଦିନ  ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଅମାବାସ୍ଯା ତିଥି  କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ସକାଳ ୭ଟା ୪୦ ପର୍ଯ୍ୟନ୍ତ ଏହା ପରେ କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର…

ଆସନ୍ତାକାଲି ଆକାଶମାର୍ଗରୁ ଓଡ଼ିଶାର ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ଓ ଓଡ଼ିଶା ଆସି ଅମ୍ଫାନ ବାତ୍ୟା ପରବର୍ତ୍ତୀ ପରିସ୍ଥିତି ପରଖିବେ । “ପ୍ରଧାନମନ୍ତ୍ରୀ ମୋଦୀ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରି ଏହି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଏବଂ ବାତ୍ୟା ପରବର୍ତ୍ତୀ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୦୭ ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୩ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ପାକିସ୍ତାନ କରୋନା ମ୍ୟାପ ଦର୍ଶାଇଲା ଭାରତର ପିଓକେ

ଇସଲାମବାଦ: ପାକିସ୍ତାନ ପ୍ରକାଶିତ କରୋନା ସଂକ୍ରମିତ ମ୍ୟାପରେ ବିବାଦୀୟ ପାକ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶବିଶେଷ ବୋଲି ଦର୍ଶାଯାଇଛି । ପାକିସ୍ତାନର ଏହି ଭୁଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭୁଲରେ ହେଉ ପଛେ ପାକିସ୍ତାନ ମାନିଲା ପିଓକେ ଭାରତର ବୋଲି ଜଣେ ୟୁଜର୍ସ…

କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ବାସନ୍ଦ

ପ୍ୟାରିସ: କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ଡୋପିଂ କଳଙ୍କରେ ଛନ୍ଦି ହୋଇ ପଡିଛନ୍ତି । ଏଥିଯୋଗୁ ସେ ୪ ବର୍ଷ ବାସନ୍ଦ ଦଣ୍ଡାଦେଶର ସମ୍ମୁଖୀନ ହୋଇଛନ୍ତି । ଗତ ବର୍ଷ ହୋଇଥିବା ଡୋପ ଟେଷ୍ଟରେ ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୨୦୧୬ ଟୁର ଡି ଫ୍ରାନ୍ସର ଏକ ଷ୍ଟେଜରେ…

ଓଡ଼ିଶାରେ ଖୁବଶିଘ୍ର ଉପଲବ୍ଧ ହେବ ମଦ ହୋମ୍ ଡେଲିଭରି !

ଭୁବନେଶ୍ୱର: ଖୁବ୍ ଶିଘ୍ର ରାଜ୍ୟରେ ହୋଇପାରେ ମଦର ହୋମ୍ ଡେଲିଭରି । ଏନେଇ ସରକାର ସପ୍ତାହକ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ଏକ ରିପୋର୍ଟ ପ୍ରକାଶିତ ହୋଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜ୍ୟ ସରକାର ମଦର ଘରୋଇ ବିତରଣ ଲାଗି ଯୋଜନା କରୁଛନ୍ତି ଏବଂ ଏସମ୍ପର୍କରେ…

ତାମିଲନାଡୁରେ ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା

ଚେନ୍ନାଇ: ଆସ୍ଥା ଉପରେ କରୋନା ମହାମାରୀର ପ୍ରଭାବ କମିବାରେ ନାମ ନେଉନାହିଁ । ତାମିଲନାଡୁରେ କରୋନା ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍ଥାନୀୟ ସରକାର ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରଗୁଡିକରେ ଦାନର ଅଭାବ ଯୋଗୁ ପୂଜାରୀ ଏବଂ ଏଥି ସହିତ ଜଡିତ…

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ଏ ନେଇ ଆଗ୍ରହୀ ଅଛି ।…

ଭାରତ-ଚୀନ ବିବାଦ ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ କମିବା ପରିବର୍ତେ ବଢ଼ିବାରେ ଲାଗିଛି । ଚୀନ ସେନା ଉଦ୍ଦେଶ୍ୟମୂଳକ ଭାବେ ଭାରତୀୟ ସେନାକୁୂ ଉତ୍ୟକ୍ତ କରିବାକୁ ଚେଷ୍ଟା କରୁଛି । ବୈଦଶିକ ମନ୍ତ୍ରଣାଳୟ ଏହା କହିବା ପରେ ସୀମାରେ ସେନାର ପାଟ୍ରୋଲିଂକୁ ଆହୁରି କଡାକଡି କରାଯାଇଛି । ସୀମାରେ ଶାନ୍ତି ବଜାୟ…