ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ !
ଅନ୍ୟ ରାନୁ ମଣ୍ଡଳମାନେ ଆଲୁଅ ପାଇବେ ତ!
ବିଚିତ୍ର ବିଶ୍ୱାଳ
ସଂପ୍ରତି ସମାଜିକ ଗଣମାଧ୍ୟମରେ, ଫେସବୁକ୍ ହେଉ କି ୟୁ-ଟ୍ୟୁବ୍ ହେଉ ସବୁଠୁ ବେଶୀ ଦେଖାଯାଉଛି ରାନୁ ମଣ୍ଡଳଙ୍କ ‘ତେରୀ ମେରୀ, ମେରୀ ତେରୀ’ ଗୀତ । ସାରା ଦେଶରେ ଏବେ ରାନୁ ମଣ୍ଡଳ ଜଣେ ଚର୍ଚ୍ଚିତ ଚେହେରା । ମାତ୍ର କେଇ ଦିନ ଆଗରୁ…