ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର; ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ
ଭୁବନେଶ୍ୱର: ବର୍ତ୍ତମାନର ପାଲା ଜଗତରେ ଜଣେ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଉଭୟ ଆଲୋଚନା ଏବଂ ପୌରାଣିକ ଆଖ୍ୟାନକୁ ନେଇ ତାଙ୍କ ପାଲା ଗତିଶୀଳ, ଯାହାକି ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିଥାଏ ।
୧୯୫୬ ମସିହା ମାର୍ଚ୍ଚ ୬ ତାରିଖରେ ତତ୍କାଳୀନ କଟକ…