ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ
ନୂଆଦିଲ୍ଲୀ: ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ । ଚତୁର୍ଥ ପର୍ଯ୍ୟାୟ ପାଇଁ ଦେଶରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯିବ । ଆସନ୍ତାକାଲିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେବ । ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟକୁ ଏନ୍ଡିଏମ୍ଏ ନିର୍ଦ୍ଦେଶ ଦେଇଛି । ଚତୁର୍ଥ ପର୍ୟ୍ୟାୟ…