Latest Odisha News

BREAKING NEWS

ବିଗତ ୬ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଲା ଜିଡିପି

ନୂଆଦିଲ୍ଲୀ: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ କ୍ୱାର୍ଟରରେ ଦେଶର ଜିଡିପି ହାର ୫%କୁ ଖସିଆସିଛି। ବିଗତ ୬ ବର୍ଷରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି। ପୂର୍ବ କ୍ୱାର୍ଟରରେ ଜିଡିପି ହାର ୫.୭% ଥିଲା। ଉତ୍ପାଦନରେ ନକାରତ୍ମକ ସ୍ଥିତି କାରଣରୁ ଏପରି ପରିସ୍ଥିତି ଉପୁଜିଥିବା ବିଶେଷଜ୍ଞ…

୩ ଆଇପିଏସ୍ ଅଫିସରଙ୍କୁ ଡିଜିପି ପାହ୍ୟାକୁ ପଦୋନ୍ନତି କଲେ ଓଡିଶା ସରକାର

ଭୁବନେଶ୍ୱର: ଓଡିଶା ସରକାର ଶନିବାର ଦିନ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ପାହ୍ୟାକୁ ପଦୋନ୍ନତି ପ୍ରଦାନ କରିଛନ୍ତି । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଡିପିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବରିଷ୍ଠ ଆଇପିଏସ ଅଧିକାରୀଙ୍କ ମଧ୍ୟରେ…

ମୁଖ୍ୟ ମହନ୍ତ ଛାଡୁନାହାଁନ୍ତି ଏମାର ମଠ ଗାଦି…

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସନ୍ନିକଟରେ ଥିବା ସମସ୍ତ ଦୋକାନ ଓ ଘରଭଙ୍ଗା ଅଭିଯାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବେଳେ ଏମାର ମଠ ମୁଖ୍ୟ ମହନ୍ତ ରାଜଗୋପାଳ ରାମାନୁଜ ଦାସ କିନ୍ତୁ ଗାଦି ଛାଡ଼ିବାକୁ ନାରାଜ । ଏପର୍ଯ୍ୟନ୍ତ ଗାଦି ଉପରେ ବସି ରହିଛନ୍ତି ମୁଖ୍ୟ ମହନ୍ତ । ଶନିବାର ଦିନ…

ଭୁଲ୍ ଇଞ୍ଜେକସନ ଯୋଗୁଁ ୧୧ ବର୍ଷୀୟ ନାବାଳକର ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର: ଭଦ୍ରକ ଜିଲ୍ଲା ଗେଟ୍ ବଜାର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ବାଳକର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ବାଳକଟି ନାଗରାଜ ସେଠୀ ବୋଲି ଜଣାପଡିଛି । ଗତ ୨୨ ତାରିଖରେ ନାଗରାଜଙ୍କ ଗଳା ଫୁଲି ଯାଇଥିବା ଫଳରେ ପରିବାର ଲୋକେ…

ଝାରସୁଗୁଡାରେ ମାଲବାହୀ ଟ୍ରେନକୁ ଅଟକାଇଲେ ଗ୍ରାମବାସୀ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ରାଜପୁର ନିକଟରେ ଉତ୍ୟକ୍ତ ଗ୍ରାମବାସୀମାନେ ରେଳରୋକ କରିବା ସହ ଏକ ମାଲଗାଡି ଟ୍ରେନକୁ ଅଟକାଇ ଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ଅଞ୍ଚଳରେ ନିର୍ମିତ ଏକ ରେଳ ଓଭରବ୍ରିଜ୍ ନିର୍ମାଣରେ ଅତ୍ୟଧିକ ବିଳମ୍ବ ହେଉଥିବା ଯୋଗୁଁ ଗ୍ରାମବାସୀମାନେ…

ଭଦ୍ରକ: ଶନି ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ବହୁ ମୂଲ୍ୟବାନ ସାମଗ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ଜାନୁଗଞ୍ଜ ଅନ୍ତର୍ଗତ ଶନି ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ଶୁକ୍ରବାର ରାତିରେ ଅନେକ ମୂଲ୍ୟବାନ ସାମଗ୍ରୀ ସହ ଟଙ୍କା ପଇସା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ…

ରାଜ୍ୟରେ ବଢିପାରେ ବିଦ୍ୟୁତ୍ ଦର !

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ଦେୟ ଲାଗି ଏଥର ଉପଭୋକ୍ତାଙ୍କୁ ଅଧିକ ଦର ଦେବାକୁ ପଡିପାରେ । ଏନେଇ ଗ୍ରୀଡକୋ ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ (ଓଇଆରସି)କୁ ଅନୁରୋଧ କରିଛି । ଚଳିତ ବର୍ଷ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରହିବ ବୋଲି ଓଇଆରସି ଦେଇଥିବା ନିଷ୍ପତ୍ତିର ପୁନର୍ବିଚାର…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ଦେଶରେ ରହିଥିବା ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ହୋଇଥିବାର ଘୋଷଣା କରିଛି କେନ୍ଦ୍ର । ଏହାଦ୍ୱାରା ପୂର୍ବରୁ ରହିଥିବା ୨୭ଟି ବ୍ୟାଙ୍କ ୧୨ଟି ବ୍ୟାଙ୍କରେ ପରିଣତ ହୋଇଛି । #WATCH live from Delhi: Finance…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୧-୦୮-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୩୧ ରିଖ ଶନିବାର ସିଂହ ୧୫ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ଭୁକ୍ତ ଦ୍ବିତୀୟା ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବୃଷ…

ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଏସ୍ ପଦବୀ ଛାଡ଼ିଲେ; ଓଡ଼ିଶା ଜନ୍ମିତ ପି କେ ମିଶ୍ରଙ୍କୁ ମିଳିପାରେ ଏହି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ଥିବା ନୃପେନ୍ଦ୍ର ମିଶ୍ର ଏହି ପଦ ତ୍ୟାଗ କରିବା ପରେ ତାଙ୍କ ସ୍ଥାନରେ ଓଡ଼ିଶା ଜନ୍ମିତ ପି କେ ମିଶ୍ର ଏହି ପଦରେ ନିଯୁକ୍ତ ହୋଇପାରନ୍ତି । ଅଧୁନା ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ…