Latest Odisha News

BREAKING NEWS

ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିଏସ୍ ପଦବୀ ଛାଡ଼ିଲେ; ଓଡ଼ିଶା ଜନ୍ମିତ ପି କେ ମିଶ୍ରଙ୍କୁ ମିଳିପାରେ ଏହି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ଥିବା ନୃପେନ୍ଦ୍ର ମିଶ୍ର ଏହି ପଦ ତ୍ୟାଗ କରିବା ପରେ ତାଙ୍କ ସ୍ଥାନରେ ଓଡ଼ିଶା ଜନ୍ମିତ ପି କେ ମିଶ୍ର ଏହି ପଦରେ ନିଯୁକ୍ତ ହୋଇପାରନ୍ତି । ଅଧୁନା ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ…

ରାଜଧାନୀରେ ଜବତ ହେଲା ବ୍ରାଉନସୁଗାର, ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର ଜବତ ହୋଇଛି । କ୍ୱିକ ଆକ୍ସନ ଟିମ(କ୍ୱାଟ) ଓ ନାୟପଲ୍ଲୀ ପୋଲିସ ଶୁକ୍ରବାର ଦିନ ମିଳିତ ଭାବେ ଚଢ଼ାଉ କରି ଡେଲଟା ଛକରୁ ୩୪ ଗ୍ରାମ ବ୍ରାଉନସୁଗାର ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତି ଦ୍ୱୟଙ୍କ ନାମ ସନ୍ତୋଷ ରାଉତରାୟ ଓ…

ପୁରୀରେ ରାନୁ ମଣ୍ଡଳ !

ପୁରୀ: ସାରା ଦେଶରେ ଇଣ୍ଟରନେଟ୍ ମାଧ୍ୟମରେ ନିଜର କୋମଳ କଣ୍ଠସ୍ୱର ଲାଗି ବେଶ୍ ଚର୍ଚ୍ଚିତ ହୋଇପଡ଼ିଥିବା ରାନୁ ମଣ୍ଡଳ ଏବେ ଓଡ଼ିଶାର ପୁରୀ ବୁଲିବାକୁ ଆସିଥିବା କଥା କେତେକ ସୋସିଆଲ୍ ମିଡ଼ିଆରେ ପ୍ରକାଶିତ ହୋଇଛି । ଇତିମଧ୍ୟରେ ରାନୁ ମଣ୍ଡଳ ନିଜର ଏକ ଫେସବୁକ୍ ଆକାଉଣ୍ଟ କରିଛନ୍ତି । ସେହି…

ଛୋଟ ପରଦାର ଏହି ଆକ୍ଟ୍ରେସ୍ କରିବେ ବଲିଉଡ ଡେବ୍ୟୁ

ମୁମ୍ବାଇ: ଜି' ଟିଭିରେ ପ୍ରସାରିତ ହେଉଥିବା ‘ପବିତ୍ର ରିସ୍ତା’ ଧାରାବାହିକର ଆଶା ନେଗୀଙ୍କୁ କିଏ ବା ନଜାଣେ । ଆଶାଙ୍କ ଚୁଲବୁଲି ଅନ୍ଦାଜ ସାଙ୍ଗକୁ ମନଲୋଭା ହସରେ ଦିୱାନା ତାଙ୍କ ପ୍ରଶଂସକ । ତେବେ ଛୋଟ ପରଦାର ଏହି ଚୁଲବୁଲି ନାୟିକା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଛୋଟ…

‘ଭୁବନେଶ୍ୱର-ରାଜଧାନୀ ଏକ୍ସପ୍ରେସ’ରେ କ୍ୟାଟରିଂ ସେବା ହେଲା ଇଛାଧିନ

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି । ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ…

ମାଟିର ମହାକବି ସଚ୍ଚି ରାଉତରାୟ

ମାଟିର ମହାକବି ସଚ୍ଚି ରାଉତରାୟ (୧୯୧୬-୨୦୦୪) କ୍ଷେତ୍ର: ଭାଷା-ସାହିତ୍ୟ (କବିତା) ବହୁଚର୍ଚ୍ଚିତ ‘ଛୋଟ ମୋର ଗାଁଟି’ ଓ ‘ବାଜି ରାଉତ’ର ସ୍ରଷ୍ଟା ଭାବେ ସୁପରିଚିତ ସଚ୍ଚି ରାଉତରାୟ ଓଡ଼ିଆ ପ୍ରଗତିବାଦୀ କବିତାର ଜଣେ ବରେଣ୍ୟ ସ୍ରଷ୍ଟା। ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସେ ଅପାରଂପରିକ ଶୈଳୀରେ…

ଭାରତ-ୱେଷ୍ଟଇଣ୍ଡିଜ ୨ୟ ଟେଷ୍ଟ: ମ୍ୟାଚ ଜିତିଲେ ଧୋନୀଙ୍କ ରେକର୍ଡ଼ ଭାଙ୍ଗିବେ ବିରାଟ କୋହଲୀ

ଜାମାଇକା: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜାମାଇକାର କିଙ୍ଗଷ୍ଟନଠାରେ ଆରମ୍ଭ ହେଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଭାରତ ୧ମ ଟେଷ୍ଟରେ ବିପୁଳ ବିଜୟ ହାସଲ କରି ୧-୦ରେ ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିଛି । ଜାସନ୍ ହୋଲ୍ଡରଙ୍କ ଇଣ୍ଡିଜଦଳ ଏହି ମ୍ୟାଚ ଜିତି ସିରିଜକୁ ୧-୧ରେ ବରାବର କରିବାକୁ ଉଦ୍ୟମ…

ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଶୁକ୍ରବାର ଦିନ ଲଖନଉଠାରେ ଅନୁଷ୍ଠିତ ହେଉଥିବା ୫୯ତମ ଆନ୍ତଃରାଜ୍ୟ ସିନିୟର୍ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦୂତୀ ଏହି ଦୌଡ଼କୁ ୧୧.୩୮ ସେକେଣ୍ଡରେ ସମାପ୍ତ କରି ପ୍ରଥମ ସ୍ଥାନ ହାସଲ…

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବରଗଡ, ସୋନପୁର, ବୌଦ୍ଧ, ଭୁବନେଶ୍ୱର, କଟକ,…