Latest Odisha News

BREAKING NEWS

ରାଜଧାନୀରେ ଧରାପଡ଼ିଲା ଦେହ ବ୍ୟବସାୟ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ଯାଜପୁରରେ ଚାଞ୍ଚଲ୍ୟକର ସେକ୍ସ ର‌୍ୟାକେଟ ଠାବ ହେବା ପରେ ବୁଧବାର ଦିନ ରାଜଧାନୀର ବରମୁଣ୍ଡା ଅଞ୍ଚଳର ଏକ ଲଜରେ ଦେହ ବ୍ୟବସାୟ ଧରାପଡ଼ିଛି । ଦେହ ବ୍ୟବସାୟରେ ସମ୍ପୃକ୍ତ ରହିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏହି ଦେହ ବ୍ୟବସାୟ ହେଉଥିବା…

ପ୍ରତିକୂଳ ପାଗ ଯୋଗୁଁ ମୁଖ୍ୟ ଶାସନ ସଚିବଙ୍କ ବଲାଙ୍ଗୀର ଗ୍ରସ୍ତ ବାତିଲ

ଭୁବନେଶ୍ୱର: ପ୍ରତିକୂଳ ପାଗ ଯୋଗୁଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ ତ୍ରୀପାଠିଙ୍କ ସମେତ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ, ସ୍ୱାସ୍ଥ୍ୟ ସଚିବ…

ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ରରେ ସୁଧାର ଆଣିଲା ସିବିଏସଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଉପରେ ଅତିରିକ୍ତ ଚାପ ନଦେବା ପାଇଁ ଏହାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ରରେ ସୁଧାର ଆଣିଛି । ଆସନ୍ତା ୨୦୨୦ରେ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷାରେ ଦୀର୍ଘଉତ୍ତର ମୂଳକ…

କେନ୍ଦୁଝର ଜେଲର ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିପିନ ନାୟକ ଏବଂ ତାଙ୍କ ଘର ବଡବିଲ୍ ଥାନା ଅନ୍ତର୍ଗତ ହିସାବୁରୁରେ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଅଭିଯୁକ୍ତ ବିପିନ ଗତକାଲି…

ଦିନେ ଥିଲା ସଫଳତାର ଶୀର୍ଷରେ, ଆଜି ବୁଡିବାକୁ ବସିଛି ‘ଏୟାର ଇଣ୍ଡିଆ’ !

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ । ଗୋଟିଏ ସମୟରେ ଏହି ନାମ ଏଭିଏସନ ସେକ୍ଟରରେ ଭାରତର ମର୍ଯ୍ୟାଦା ବଢ଼ାଉ ଥିଲା । ଲୋକମାନେ ନାମିଦାମୀ ଏୟାରଲାଇନ୍ସ ଛାଡି ଏୟାର ଇଣ୍ଡିଆର ଧିମା ଯାତ୍ରାକୁ ଚୟନ କରୁଥିଲେ । ଏମିତିକି ସିଙ୍ଗାପୁର ଏୟାରଲାଇନ୍ସ ଭଳି ବଡ଼ବଡ଼ କମ୍ପାନୀ ମାନଙ୍କ ପାଇଁ ଏୟାର ଇଣ୍ଡିଆ…

ନିଜ ପାଇଁ ନାନାବାୟା

ନିଜ ପାଇଁ ନାନାବାୟା ରତ୍ନମାଳା ସ୍ୱାଇଁ ଆଜି ରାତିରେ ଇଚ୍ଛାହଉଚି ଚାଲିଯିବାକୁ ତୋ ପାଖକୁ । କୁନିଛୁଆଟିଏ ପରି ଜାକିଜୁକି ହେଇ ଶୋଇ ପଡ଼ିବାକୁ ତୋରି କୋଳରେ । ଆଜି ରାତିରେ ଲୋଡ଼ାପଡ଼ୁଚି ପିଠିଥାପୁଡ଼ା ଧୋ’ରେ ବାଇଆ ଗୀତ ଜହ୍ନମାମୁଁର ଛାଇ ମାମୁଁଘର ଗାଁ ଅଙ୍କାବଙ୍କା ନଈ ।…

ବଢୁଛି ଚିଦାମ୍ବରମଙ୍କ ଅଡୁଆ, ଇଡି ଜାରି କଲା ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ନାମରେ ବୁଧବାର ଦିନ ଏକ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ପ୍ରାପ୍ତ ସୂଚନାନୁଯାୟୀ ଚିଦାମ୍ବରମ ନିଜର ଗିରଫଦାରୀରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ…

ଘଡଘଡି ସହ ବର୍ଷା ଆଶଙ୍କା, ୭ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ, ନୟାଗଡ, କଟକ ଓ ଖୋର୍ଦ୍ଧା…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ଆକଳନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍ ଅଜୟ କୁମାର ନାୟକ କହିଛନ୍ତି, ପୂର୍ବ…

ଟ୍ୱିନ୍ ସିଟି ପୋଲିସ କମିଶନର୍ ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର୍ ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଏହି ପଦବୀରେ ନିଯୁକ୍ତ…