Latest Odisha News

BREAKING NEWS

ଦେଶଭକ୍ତି ଗୀତ ‘ୱତନ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ନୂଆଦିଲ୍ଲୀଠାରେ ସ୍ୱାଧୀନତା ଦିବସ ୨୦୧୯ ଉପଲକ୍ଷେ ଦୂରଦର୍ଶନ ଦ୍ୱାରା ନିର୍ମିତ ଦେଶଭକ୍ତି ଗୀତ ‘ୱତନ’ର ଉନ୍ମୋଚନ କରିଛନ୍ତି । ନୂତନ ଭାରତକୁ ସମର୍ପିତ ଏହି ଗୀତରେ ଚନ୍ଦ୍ରଯାନ ୨ର ସଫଳତା ପୂର୍ବକ ପ୍ରକ୍ଷେପଣ ପଛରେ କେନ୍ଦ୍ର ସରକାରଙ୍କ…

ନିର୍ମାଣ ହେବାକୁ ଯାଉଛି ‘ବଧାଇ ହୋ-୨’

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ନିକଟରେ ଚଳଚ୍ଚିତ୍ରର ନିର୍ମାତା ଏହି ବିଶେଷ ଘୋଷଣା କରିଛନ୍ତି। ଆୟୁଷ୍ମାନଙ୍କୁ ‘ଅନ୍ଧାଧୁନ୍‍’ ଚଳଚ୍ଚିତ୍ର ପାଇଁ ଶୁକ୍ରବାର…

ସୀମାରେ ପ୍ରବେଶକଲେ ପାକିସ୍ତାନକୁ କଠୋର ଜବାବ ଦିଆଯିବ: ସେନାଧ୍ୟକ୍ଷ ବିପିନ ରାୱତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଲଦାଖ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପଟରୁ ସୈନ୍ୟ ଠୁଳ କରୁଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତ ପାକିସ୍ତାନକୁ କଡ଼ା ଜବାବ ଦେଇ…

ସମ୍ବଲପୁର-ଟିଟିଲାଗଡ଼ ରେଳ ଧାରଣାରେ ବର୍ଷାଜଳ: ଟ୍ରେନସେବା ବ୍ୟାହତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡିଶା ରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେଓଗାଁ ରୋଡ଼-ବରଗଡ଼, ଲୋଇଶିଙ୍ଗା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ଟ୍ରେନ ସେବା…

ଆପଣାନ୍ତୁ ଏହି ଘରୋଇ ସାମ୍ପୁ, ପାଇବେ ସମସ୍ତ କେଶ ସମସ୍ୟାରୁ ମୁକ୍ତି

କେଶ ସମ୍ବନ୍ଧୀୟ କୌଣସିବି ସମସ୍ୟା ଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆଜି ଆପଣଙ୍କୁ ଏକ ଘର ତିଆରି ସାମ୍ପୋ ସଂପର୍କରେ କହିବୁ। ଯାହାକୁ କେଶରେ ଲଗାଇବାର ୧୫ ଦିନ ମଧ୍ୟରେ ଆପଣ ପ୍ରଭାବ ଜାଣିପାରିବେ । କେମିତି ପ୍ରସ୍ତୁତ କରିବେ ଏହି ସାମ୍ପୋ: ଏଥିପାଇଁ ଆପଣଙ୍କୁ ନେବାକୁ ପଡ଼ିବ…

ଓଡ଼ିଶାରେ ଡ଼େଙ୍ଗୁ ଆତଙ୍କ: କଟକ ଡ଼ାକ୍ତରଖାନାରେ ଏବର୍ଷ ପ୍ରଥମ ରୋଗୀଙ୍କ ମୃତ୍ୟୁ

କଟକ: ଏବର୍ଷ ଓଡ଼ିଶାର ପ୍ରଥମ ଡ଼େଙ୍ଗୁ ରୋଗୀଙ୍କ କଟକ ଏସସିିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଏସସିବି ଡ଼େଙ୍ଗୁ ନୋଡ଼ାଲ୍ ଅଧିକାରୀଙ୍କ ସୂଚନାକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା ରୋଗୀ ଜୁଲାଇ ୨୯ ତାରିଖରେ ହସ୍ପିଟାଲରେ ଚିକିତ୍ସା…

କାଳିଆ ହିତାଧିକାରୀଙ୍କ ଯାଞ୍ଚ ଅବଧି ବଢିଲା

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାର ଅବଧି ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କାଳିଆ ଯୋଜନାକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମଙ୍ଗଳବାର ଦିନ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି…

ଆଶ୍ଚର୍ଯ୍ୟ ହେଲେ ବି ସତ, ଜ୍ଵର ଭଲକରିବା ଲାଗି ମହିଳାଙ୍କୁ କାମୁଡ଼ିଲେ ଗୁଣିଆ !

ମାଲକାନଗିରି: ରାଜ୍ୟରେ ଅନେକ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ଆଜିବି ଅନ୍ଧବିଶ୍ୱାସ ମଧ୍ୟମରେ ଚିକିତ୍ସା ଜାରି ରହିଛି । ଏଭଳି ଏକ ଘଟଣାଟି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତେଲରାଇ ପଞ୍ଚାୟତର ଉମରଗୁଣ୍ଡା ଗ୍ରାମରେ । ମିଳିଥିବା ସୂଚନା…

ଏବେ ସ୍କୁଲରେ ଇଂରାଜୀ, ବିଜ୍ଞାନ ଓ ଗଣିତରେ ବଢିବ ପାଠପଢା ଅବଧି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟରେ କମ୍ ମାର୍କ ରଖୁଥିବାରୁ ଏଣିକି ଏହି ସବୁ ବିଷୟକୁ ଅଧିକ ସମୟ ପଢାଯିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂଆ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ…

ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ବିତ୍ପାତ: ୨୪ ଘଣ୍ଟାରେ ୮ ଜୀବନହାନୀ

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ କ୍ରମାଗତ ବର୍ଷା ଲାଗିରହିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ବିଷ୍ଣୁପଦ ସେଠୀ ମଙ୍ଗଳବାର ଦିନ ସୂଚନା ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲାର ପେଟଫୁଲ୍ଲା…