ପୋଲିସ ଏନକାଉଣ୍ଟରରେ, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ
ଆସ୍କା/ପାରାଦୀପ: ଗଞ୍ଜାମ ଓ ଜଗତସିଂହପୁର ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି ।
ଆହତ ଅପରାଧୀ ମାନଙ୍କ ନାମ ଗୁରୁ ପ୍ରସାଦ ସ୍ୱାଇଁ ଓ ବିକ୍ରମ ପାଲ ଓରଫ୍ ଡନ୍ ବୋଲି ଜଣାପଡିଛି ।
BREAKING NEWS