କରୋନା ଡ୍ୟୁଟିକୁ ବେଖାତିର୍; ସସପେଣ୍ଡ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅତିରିକ୍ତ ତହସିଲଦାର
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏବେ କରୋନା ବିତ୍ପାତ ଯୋଗୁଁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲଢେଇ ଜାରି ରଖିଥିବା ବେଳେ ଏହି ଅତିରିକ୍ତ ତହସିଲଦାର ଜଣକ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ।…