Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦: ଟସରେ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲେ ବିରାଟ

ଲାଉଡ଼ରହିଲ: ଆଜି ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳୁଛି ପ୍ରଥମ ଟି-୨୦ ମ୍ୟାଚ୍ । ଟସରେ ଜିତି ଭାରତୀୟ କପ୍ତାନ ବିରାଟ କୋହଲୀ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ଯୁକ୍ତରାଷ୍ଟ ଆମେରିକାର ଫ୍ଲୋରିଡ଼ାର ଲାଉଡ଼ରହିଲଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଛି । ବିରାଟ କୋହଲୀଙ୍କ…

ସକାଳୁ ପିଅନ୍ତୁ ଅଧଗ୍ଲାସ ତ୍ରିଫଳା ପାଣି

ତିନୋଟି ଫଳର ସମାହାରକୁ ତ୍ରିଫଳା ବୋଲି କୁହାଯାଏ । ଏହି ଫଳ ତିନୋଟି ହେଲା ହରିଡ଼ା, ବାହାଡ଼ା ଓ ଅଁଳା । ସକାଳୁ ଉଠି ନିତ୍ୟକର୍ମ ସରିବା ପରେ ପିଅନ୍ତୁ ଅଧଗ୍ଲାସ ତ୍ରିଫଳା ପାଣି । ଏକ ସପ୍ତାହ ପର୍ଯ୍ୟନ୍ତ ଏହି ପାଣି ପିଇଲେ ଆପଣ ନିଜ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରି ପାରିବେ ।…

ହ୍ରିତିକ-ଦୀପିକା ଯୋଡ଼ି, ବଲିଉଡ଼ର ରାମ-ସୀତା !

ମୁମ୍ବାଇ: ହିନ୍ଦୁ ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଚଳଚ୍ଚିତ୍ର। ଯେଉଁଥିରେ ରାମ ସାଜିବେ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ, ସେହିପରି ଦୀପିକା ପାଦୁକୋନ ମାତା ସୀତାଙ୍କ ଚରିତ୍ରରେ ଦେଖିବାକୁ ମିଳିବେ। ଏହି ଚଳଚ୍ଚିତ୍ର ମାଧ୍ୟମରେ…

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୪ଟି ପ୍ଲାନେଟୋରିୟମ୍: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୩୦ କୋଟି ଟଙ୍କା ବ୍ୟୟରେ ଆଉ ୪ଟି ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଧାନସଭାରେ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ରହିଛି ୨ଟି ପ୍ଲାନେଟୋରିୟମ୍ । ଯେଉଁ ସହରରେ ୪ଟି ପ୍ଲାନେଟୋରିୟମ ପ୍ରତିଷ୍ଠା…

୭ବର୍ଷର ନାତିକୁ ଗୋଡ଼ରେ ଦଳି ନିର୍ଯ୍ୟାତନା, ଜେଜେମାଙ୍କ ଭିଡ଼ିଓ ହେଲା ଭାଇରାଲ୍ !

ବାଲେଶ୍ୱର: ଏକ ହୃଦୟ ବିଦାରକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ପରେ ଘଟଣାଟିକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମରେ । ଜଣେ ଜେଜେମା’ କୁନି ନାତି ଉପରେ ଚଢିଯାଇ କିପରି ଗୋଇଠା ପରେ ଗୋଇଠା ମାରି ନିର୍ଯ୍ୟାତନା…

ସାରା ରାତି ବର୍ଷା ହେବାବେଳେ

ସାରା ରାତି ବର୍ଷା ହେବାବେଳେ ସରୋଜିନୀ ଶଙ୍ଖୁଆ କାଲି ସାରା ରାତି ବର୍ଷା ହେଲାବେଳେ ମୋ ଛାତରୁ ନିଗିଡ଼ି ପଡୁଥିଲା କିଛି ତରଳ ସ୍ୱପ୍ନ ଯାହାକୁ ମୁଁ ଆଞ୍ଜୁଳା ପାତି ତୋଳିଆଣିବାବେଳକୁ ସେ ଇଡି ଯାଉଥିଲା ମୋ ଅସହାୟତାର ଚଟାଣ ଉପରେ। ତମେ ଦେଇନଥିବା କିଛି ଯନ୍ତ୍ରଣାକୁ ମୁଁ ଭୋଗୁଥାଏ…

ରାଜଧାନୀରେ ଖୋଲିଲା ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର

ଭୁବନେଶ୍ୱର: ମଣିଷ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ହୋଇପାରିଲେ ଦେଶର ବିକାଶ ସମ୍ଭବପର । ବର୍ତମାନର ଶିକ୍ଷା ପଦ୍ଧତି, ସୃଜନ ଶକ୍ତି ଓ କଳ୍ପନା ଶକ୍ତିର ବିକାଶର ସହାୟକ ହୋଇପାରୁନାହିଁ । ତେଣୁ ସବୁବେଳେ ସମସ୍ତେ ଚାପଗ୍ରସ୍ତ ହୋଇ ରହୁଛନ୍ତି । ଏଥିପାଇଁ ସ୍ମୃତିଶକ୍ତି…

ବଳକା ମେଡ଼ିକାଲ ଓ ବିଡ଼ିଏସ୍ ସିଟ୍ ଲାଗି ଆସନ୍ତାକାଲିଠୁଁ ସ୍ପଟ୍ ଆଡ଼ମିସନ

ଭୁବନେଶ୍ୱର: ଓଡ଼ିଶାରେ ବଳକା ରହିଯାଇଥିବା ମେଡିକାଲ ଓ ବିଡ଼ିଏସ ସିଟ୍ ପାଇଁ ରବିବାର ଠାରୁ ସ୍ପଟ୍ ଆଡ଼ମିସନ ଆରମ୍ଭ ହେବ । ଏନେଇ ଶନିବାର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସେଲ ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ୮ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ…

ଜନ୍ମଦିନ

ଜନ୍ମଦିନ ମୌସୁମୀ ଦାସ କ୍ରମଶଃ ସରିସରି ଯାଉଥିବା ଜୀବନ, ସେର ମାଣ ହିସାବର କୋହ, ଲୁହ, ଉପେକ୍ଷା ହାରଜିତର ଚଟା ଖେଳ ଦୁଃସମୟର କୁହୁଡ଼ି ଅସହାୟ ଅବସୋସ । ପୁଣି ସରିଗଲା ଆଉ ଏକ ବର୍ଷ ତିନିଶହ ପଞ୍ଚଷଠି ଦିନ ତିନିଶହ ପଞ୍ଚଷଠି ରାତି ଝରିଗଲା ଆୟୁଷର ଝରାବାଲି ମୁଠାବନ୍ଦ…

ଘରୁ ଲୁଚି ଚାଲିଯାଇଥିବା ଝିଅ ଲାଗି ଶୁଦ୍ଧିକ୍ରିୟା ନିଷ୍ପତ୍ତି ନେଲେ ବାପା !

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ଜଣେ ବାପା ତାର ଜୀବିତ ଝିଅକୁ ମୃତ ଘୋଷଣା କରିବା ସହ ଝିଅର ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭୋପାଳ ଜିଲ୍ଲା କୁଚରୋଦ ଗ୍ରାମର…