କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ
ଯାଜପୁର: ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ଅଛି ପେଟକୁ ୨ ଓଳି ୨ ମୁଠା ଦାନା । ଭୋକ ଉପାସରେ ଏକ କ୍ୟାବିନରେ ବିତୁଛି ଗୋଟିଏ ପରିବାରର ଜୀବନ । ଏଭଳି ଏକ ଦୃଶ୍ୟ ସମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମରୁ ।
ଏହି ଗାଁର ପରମେଶ୍ୱର ଜେନା ଓ ତାଙ୍କ ପରିବାର ।…