Latest Odisha News

BREAKING NEWS

ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କୋରକୋଣ୍ଡା ଓ ଏମଭି-୩୬ ପୋଲ ବୁଡିଯିବା ଫଳରେ ମାଲକାନଗିରି-ବାଲିମେଳା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ମିଳିଥିବା ସୂଚନାନୁଯାୟୀ ଏହି ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବର୍ଷା ପାଣି ଚାଲୁଥିବାବେଳେ…

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ

ଚିଲିକା ପାଣିର ଡଙ୍ଗା, ମାଛ ଓ କବିତା- କବି ପଠାଣି ଘଡାଇ କେଦାର ମିଶ୍ର ତାଙ୍କ ଦେହର ରଙ୍ଗ ଠିକ ମାଟି ପରି। ତେଣୁ ତାଙ୍କ କବିତାରେ ମାଟିର ମହକ ଅଛି। ବୟସ ଗଡି ଗଲାଣି, ହେଲେ ଶରୀର ସବଳ ଅଛି। ସାମ୍ନାରୁ ଦାନ୍ତଟିଏ ପଡିଗଲାଣି ଓ ସେଇ ଖାଲି ଜାଗାଟି ତାଙ୍କ ମୁହଁକୁ ବେଶୀ ନିରୀହ କରିଦେଉଛି।…

କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବା ସତ୍ୱେ ‘କେବିକେ’ ଜିଲ୍ଲାରେ ବିକାଶମୂଳକ ଯୋଜନା ଜାରି ରହିବ: ମନ୍ତ୍ରୀ

ଭୁବନେଶ୍ୱର: କେବିକେ ଯୋଜନା ପ୍ରସଙ୍ଗରେ କେନ୍ଦ୍ରର ଉଦାସୀନତାକୁ ଦଳମତ ନିର୍ବିଶେଷରେ ଗୁରୁବାରଦିନ ବିଧାନସଭାରେ ଗମ୍ଭୀରତା ପ୍ରକାଶ ପାଇଛି । ଏସମ୍ପର୍କରେ ଗୃହର ପ୍ରଶ୍ନକାଳ ସମୟରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ରାଜ୍ୟ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୧୯୯୮ରୁ ୯୯ ମଧ୍ୟରେ…

ଅପରାଧ ରୋକିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ହେବ ନୂଆ ପାଟ୍ରୋଲିଂ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ କ୍ରମାଗତ ଭାବେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ରୋକିବାକୁ ତଥା ଅପରାଧିମାନଙ୍କୁ ତୁରନ୍ତ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ପାଟ୍ରୋଲିଂ ବ୍ୟବସ୍ଥା ହେଉଛି । ଗଣମାଧ୍ୟମକୁ ସୂଚନାଦେଇ ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ତା୦୨-୦୮-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ତା ୦୨ ରିଖ ଶୁକ୍ରବାର କର୍କଟ ୧୭ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ ରାଶିର…

ପୁଣି ଭାରତକୁ ଫେରୁଛି ଏଚଟିସି ସ୍ମାର୍ଟଫୋନ୍ !

ମୁମ୍ବାଇ: ତାଇୱାନର ବିଶ୍ୱପ୍ରସିଦ୍ଧ ସ୍ମାର୍ଟଫୋନ କମ୍ପାନୀ ଏଚଟିସି ଭାରତୀୟ ବଜାରକୁ ପୁନର୍ବାର ପ୍ରବେଶ କରିବାକୁ ଯୋଜନା କରୁଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତବର୍ଷଠାରୁ ଭାରତରେ ଏହି କମ୍ପାନୀ ତାହାର ଅପରେସନ୍ ଏକପ୍ରକାର ବନ୍ଦ କରିଦେଇଥିଲା । ଗଣମାଧ୍ୟମ ସଂସ୍ଥା…

ଫିଲ୍ମ ‘ଜଜ୍‌ ମେଣ୍ଟାଲ ହେ କ୍ୟା’: ପ୍ରଥମ ସପ୍ତାହରେ ଆୟ କଲା ୩୧ କୋଟି

ମୁମ୍ବାଇ: ବକ୍ସ ଅଫିସରେ ଛାଇଯାଇଛନ୍ତି ବଲିଉଡର କୁଇନ ବୋଲାଉଥିବା କଙ୍ଗନା । ରାଜକୁମାର ଓ କଙ୍ଗନାଙ୍କ ଯୋଡିର ଜଲଓ୍ଵା ଏବେ ବଡ଼ ପରଦାରେ ଧୁମ ମଚେଇ ଦେଇଛି । ବକ୍ସଅଫିସରେ ଧମାକାଦାର କଲେକ୍ସନ କରୁଛି ଫିଲ୍ମ 'ଜଜ୍‌ ମେଣ୍ଟାଲ ହେ କ୍ୟା' । ଦର୍ଶକଙ୍କ ଠାରୁ ଆରମ୍ଭ କରି ସିନେସମୀକ୍ଷକ…

ବ୍ରହ୍ମପୁରରୁ ଗିରଫ ହେଲେ ତିନି ନକଲି ସାମ୍ବାଦିକ

ବ୍ରହ୍ମପୁର: ବ୍ରହ୍ମପୁର ଅଞ୍ଚଳରେ କିଛି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ବ୍ରହ୍ମପୁରର ସୁନୀଲ ବଳିଆରସିଂ, ତପନ ପଟ୍ଟନାୟକ, ଦୀପକ ବାଡ଼ତ୍ୟା ବୋଲି ଜଣାପଡିଛି ।…

‘କାଜୁ ପନିର’

ଘରେ ପ୍ରସ୍ତୁତ କରନ୍ତୁ ‘କାଜୁ ପନିର’ ଆବଶ୍ୟକ ସାମଗ୍ରୀ: ପନିର , କାଜୁ ପେଷ୍ଟ, ପିଆଜ ରସୁଣ ପେଷ୍ଟ, ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌, ଜିରା, ଗରମମସଲା, ଲୁଣ ସ୍ୱାଦ…

ଗିରଫ ହେଲା ଖଣି ମାଫିଆ ସରୋଜ

ଖୋର୍ଦ୍ଧା: ଓଡ଼ିଶା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଗୁରୁବାର ଦିନ ଦୁର୍ଦ୍ଦାନ୍ତ ଅପରାଧୀ ସରୋଜକୁ ବେଆଇନ ଖଣି ଖନନ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ପୋଲିସ ସହାୟତାରେ 'ଏସଟିଏଫ' ସ୍ଥାନୀୟ…