Latest Odisha News

BREAKING NEWS

ଲକ୍‌ଡ଼ାଉନ ୨.୦: ସକାଳ ୮ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପରାମର୍ଶ କ୍ରମେ ଓଡ଼ିଶାର ସମସ୍ତ ବ୍ୟାଙ୍କ ଏହି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ନିଷ୍ପତ୍ତି ଗ୍ରହଣ କରିଛି । ଏହି ସମୟ ମଧ୍ୟରେ…

ଜିଓର ୧୦ ପ୍ରତିଶତ ଅଂଶଧନ କିଣିବ ଫେସବୁକ!

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିବ ବିଶ୍ୱର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ। ଏଥିପାଇଁ ୪୩,୫୭୪ କୋଟି ପୁଞ୍ଜି ନିବେଶ କରିବା ନେଇ ବୁଧବାର ଦିନ ଫେସବୁକ ପକ୍ଷରୁ ଘୋଷଣା କରାଯାଇଛି । ଜିଓ…

ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି କରୋନା ପଜିଟିଭ୍‌, ଓଡିଶାରେ ମୋଟ ସଂଖ୍ୟା ୮୨ ଛୁଇଁଲା

ଭୁବନେଶ୍ୱର : ଭଦ୍ରକରୁ ଚିହ୍ନଟ ହେଲେ ଆଉ ତିନି ନୂଆ କରୋନା ପଜିଟିଭ ରୋଗୀ । ଏହାପରେ ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ପଜିଟିଭ ଜିଲ୍ଲା ଭାବରେ ଭଦ୍ରକରେ ସଂଖ୍ୟା ୧୧ରେ ପହଞ୍ଚିଛି । ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୮୨ ଛୁଇଁଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କରୋନା ଅପଡେଟ: ଓଡ଼ିଶା ସମେତ, ଭାରତ ଓ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ବିଶ୍ଵବ୍ୟାପୀ ଏବେ ସାମ୍ନାକୁ ଆସୁଛି କରୋନାର କରୁଣ ଚିତ୍ର । ସମଗ୍ର ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସକାଳ ୧୦ ଟା ୩୦ ସୁଦ୍ଧା ୨୫, ୫୭, ୭୨୫ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୭୭, ୬୭୧ରେ ପହଞ୍ଚିଛି । ସମୁଦାୟଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୫,୨୪୬ ଜଣ ବ୍ୟକ୍ତି…

ଲକ୍‌-ଡାଉନରେ କୃଷି ଅଧିକାରୀଙ୍କ ଗାଡି ଅଟକାଇ ଉଠବସ୍ ହେଲେ ପୋଲିସ କର୍ମଚାରୀ !

ବିହାର: ଏଠି ନିୟମ ଭାଙ୍ଗିବା ବି ଭୁଲ, ନିୟମ ମାନିବାକୁ କହିବା ବି ଭୁଲ୍ । ବିହାର ଲକ୍‌-ଡାଉନରେ ବରିଷ୍ଠ କୃଷି ଅଧିକାରୀଙ୍କୁ ପାସ୍ ମାଗିବାରୁ ଜଣେ ପୋଲିସ କର୍ମଚାରୀ ଅପମାନିତ ତଥା ଦଣ୍ଡିତ ହୋଇଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ କିଛି ଲୋକ ଓ ପୋଲିସଙ୍କ ଗହଣରେ…

ବିପଦରେ ପାକିସ୍ତାନ; ଇମ୍ରାନଙ୍କୁ କରୋନା !

ଇସ୍ଲାମାବାଦ: ଏବେ ପାକିସ୍ତାନ ଘୋର ବିପଦରେ ପଡ଼ିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଛି । ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ କରୋନା…

କରୋନା ମୁକାବିଲା: ରାଜ୍ୟର ପ୍ରଥମ ଘରୋଇ କୋଭିଡ୍‌୧୯ ଟେଷ୍ଟିଂ ଲ୍ୟାବ୍ ଭାବେ ଅନୁମତି ପାଇଲା ଆପୋଲୋ ହସ୍ପିଟାଲ୍

ଭୁବନେଶ୍ୱର: କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ପାଇଁ ରାଜ୍ୟର ପ୍ରଥମ ଘରୋଇ ସଂସ୍ଥା ଭାବେ ରାଜଧାନୀର ଆପୋଲୋ ହସ୍ପିଟାଲ୍‌କୁ ମିଳିଛି ଆଇସିଏମ୍‌ଆର୍ ଅନୁମତି । ଏହାକୁ ମିଶାଇ ରାଜ୍ୟରେ ଆଠଟି ସ୍ଥାନରେ କୋଭିଡ୍‌୧୯ ସ୍ୱାବ୍ ନମୁନା ପରୀକ୍ଷଣ ବ୍ୟବସ୍ଥା ଉପଲବ୍ଧ ହୋଇଛି । ଏଥିସହିତ ମଙ୍ଗଳବାର…

୨୫ ତାମିଲ୍ ଟିଭି ଚ୍ୟାନେଲ୍ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ !

ଚେନ୍ନାଇ: ତାମିଲ୍ ଟେଲିଭିଜନ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ୨୫ ଜଣ ବ୍ୟକ୍ତି କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବେ ଦେଶରେ ବ୍ୟାପୀ ଚାଲିଥିବା କରୋନା ଭୂତାଣୁ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ବାହାରେ ଦିନ ରାତି କଠୋର ପରିଶ୍ରମ କରୁଛନ୍ତି । ସାମ୍ବାଦିକ…

କରୋନା ମୁକାବିଲା, ମଙ୍ଗଳବାର ରାଜ୍ୟରେ ସର୍ବାଧିକ ୨୦୨୭ ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସ୍ୱାବ ନମୁନା ପରୀକ୍ଷା ମଙ୍ଗଳବାର ପ୍ରଥମଥର ପାଇଁ ଦୁଇ ହଜାର ଟପିଛି । ମଙ୍ଗଳବାର ୨୦୨୭ଟି ନମୁନା ପରୀକ୍ଷା ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥି ମଧ୍ୟରୁ ଆରଏମଆରସିରେ ୧୨୩୪, କଟକ ଏସସିବିରେ ୩୭୮, ଭୁବନେଶ୍ୱରର…

ଓଡିଶାର ୧୦ ଜିଲ୍ଲାରେ ୮୨ କରୋନା ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ

ଭୁବନେଶ୍ୱର: ଭଦ୍ରକର ନୂଆ ତିନି କରୋନା ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ଏଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୪୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଜିଲ୍ଲା ଭାବେ ଭଦ୍ରକରେ ୧୧ଜଣ କରୋନା…