Latest Odisha News

BREAKING NEWS

କରୋନା ଯୁଦ୍ଧ: ଯୋଦ୍ଧା ସାଜିଛନ୍ତି ୮ ମାସର ଗର୍ଭବତୀ ଆଶା କର୍ମୀ

ଯାଜପୁର: ସାରାବିଶ୍ୱରେ କାୟା ମେଲାଉଛି କରୋନା । ଧୀରେ ଧୀରେ ଏହା ସମଗ୍ର ମନୁଷ୍ୟ ଜାତିକୁ ପ୍ରଭାବିତ କରିବାରେ ଲାଗିଛି । ଏହି ମହାମାରି ଏବେ ଆମ ଦେଶ ଓ ରାଜ୍ୟର ସ୍ଥିତିକୁ ଏକ ରକମର ଦୋହଲାଇ ଦେଇଛି ବୋଲି କହିଲେ ଭୁଲ ହେବନି । ଦୈନିକ କରୋନା ଆକ୍ରାନ୍ତଙ୍କ ନୂଆ ନୂଆ ମାମଲା ସାମ୍ନାକୁ…

ବିନା ରେଜିଷ୍ଟ୍ରେସନରେ ଓଡ଼ିଶା ମନା, ୨୪ରୁ ପଞ୍ଜୀକରଣ କରିପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ବିନା ପଂଜୀକରଣରେ ଓଡ଼ିଶାକୁ ଆସି ପାରିବେନି ପ୍ରବାସୀ ଓଡ଼ିଆ । ରାଜ୍ୟକୁ ଫେରିବାକୁ ହେଲେ ପଂଜୀକରଣ ବାଧ୍ୟତାମୂଳକ କରାଯାଇଛି । ଅନଲାଇନ୍ ହେଉ କି ଅଫଲାଇନ୍‌, ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ । ଏଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିବାକୁ ଯାଉଛନ୍ତି…

ଝଡ଼ର ଇଗଲ୍‌: ଗୋପବନ୍ଧୁଙ୍କ ଛତା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

କେନ୍ଦୁଝରରେ ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର

କେନ୍ଦୁଝର: କେନ୍ଦୁଝର ସମ୍ବାଦର ଜିଲ୍ଲା ପ୍ରତିନିଧି ସୁବ୍ରତଙ୍କୁ ପୋଲିସର ଦୁର୍ବ୍ୟବହାର । ପ୍ରବଳ ଜ୍ୱର ହୋଇଥିବା ପୁଅକୁ ଡାକ୍ତରଖାନା ନେବା ସମୟରେ ସାମ୍ବାଦିକଙ୍କ ସହ ପୋଲିସ ଦୁର୍ବ୍ୟବହାର କକରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବୁଧବାର ସକାଳ ସମୟରେ ସୁବ୍ରତ ନିଜ…

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ କରୋନା, ଜଣେ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ବିରୋଧୀ ଲଢ଼େଇ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଏପ୍ରିଲ୍ ୧୫ରେ ଅଫିସ…

ଏପ୍ରିଲ୍ ୨୯ରେ ଲଘୁଚାପ ସମ୍ଭାବନା…

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ବେଳେ ଏବେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ସ୍ଥାନୀୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ରହିଥିବାର ପୂର୍ବାନୁମାନ କରାଯାଇଛି । ଏହି…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍ । କେବଳ ସେତିକି ନୁହେଁ କରୋନା ଯୋଦ୍ଧାଙ୍କୁ ଭେଦଭାବ କରିବେ ସେମାନଙ୍କୁ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଏଥିସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଜରିମାନା ଦେବାକୁ ପଡିବ ବୋଲି ଆଜି…

ପୋଲିସ-ମାଓବାଦୀ ଗୁଳି ବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଓ ଛତିଶଗଡ ସୀମାବର୍ତ୍ତୀ ଅଂଚଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ତୁଲସୀ ପାହାଡର ଦଲଦଲି ଜଙ୍ଗଲରେ ଏସ୍‌ଓଜି ଯବାନମାନଙ୍କ କମ୍ବିଂ ଅପରେସନ୍ ଚାଲିଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହା ପରେ ମାଓବାଦୀ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହୋଇଛନ୍ତି ଆଉ ୨ କରୋନା ଆକ୍ରାନ୍ତି । ସୁସ୍ଥ ହୋଇଥିବା ଦୁଇ ଜଣ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । Happy…

ମାସ୍କ ନ ପିନ୍ଧି ଫାଇନ୍ ଗଣିଲେ ୪୦ ଅମାନିଆ

ଭୁବନେଶ୍ୱର: ମାସ୍କ ନ ପିନ୍ଧିବା ପଡିଲା ମହଙ୍ଗା । ମାସ୍କ ନ ପିନ୍ଧି ବାହାରକୁ ବାହାରିଥିବା ୪୦ ଜଣ ଅମାନିଆ ଗଣିଲେ ତଣ୍ଡ । ଉତ୍ତର ଭୁବନେଶ୍ୱର ଅଂଚଳରେ ଆଜି ୪୦ ଜଣ ବ୍ୟକ୍ତି ମାସ୍କ ନ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସମସ୍ତ ଉଲ୍ଲଘଂନକାରୀଙ୍କ ଠାରୁ କମିଶନରେଟ ପୋଲିସ ୮…