କୋରାପୁଟ ଓ କେନ୍ଦ୍ରାପଡ଼ାରେ ଡେଙ୍ଗୁ ଆତଙ୍କ
କୋରାପୁଟ/କେନ୍ଦ୍ରାପଡ଼ା: କୋରାପୁଟ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ସେବାଶ୍ରମ ଛାତ୍ରଙ୍କ ସମେତ ୧୨ଜଣଙ୍କ ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ପଜିଟିଭ୍ ବୋଲି ଜଣାପଡ଼ିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଳଚନ୍ଦ୍ରପୁର ଗ୍ରାମର ୧୧ ଜଣ ଗ୍ରାମବାସୀ ଡ଼େଙ୍ଗୁରେ ଆକ୍ରାନ୍ତ ରହିଥିବା…