Latest Odisha News

BREAKING NEWS

ମାଲକାନଗିରିରେ ସୁପର ସ୍ପ୍ରେଡର; ୫ ଜଣଙ୍କୁ କଲେ ସଂକ୍ରମିତ

ମାଲକାନଗିରି: ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୮୧ରେ ପହଞ୍ଚିଛି । ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ମାଲକାନଗିରି ମହାନଗର ନିଗମର ।…

ଜୟପୁର ମହାନଗର ନିଗମ ଜୁଲାଇ ୨୮ ଯାଏଁ ସଟଡାଉନ୍

ଜୟପୁର: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ କୋରାପୁଟ ପ୍ରଶାସନ ଜୁଲାଇ ୨୪ ମଧ୍ୟରାତ୍ରିରୁ ଜୁଲାଇ ୨୮ ଯାଏଁ ଜୟପୁର ମ୍ୟୁନିସିପାଲିଟି କୁ ସଟଡାଉନ୍ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ସଟଡାଉନ୍ ଅବଧି ମଧ୍ୟରେ ମେଡିକାଲ୍‌, ପୋଲିସ, ଅଗ୍ନିଶମ, ଟେଲିକମ୍, ଡାକ…

ଓଡିଶାର ୧୦ ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବାଲେଶ୍ୱର, ଭଦ୍ରକ,…

ଥମୁନି କରୋନା: ଗୋଟିଏ ଦିନରେ ଆମେରିକାରେ ୭୬,୫୭୦ ଆକ୍ରାନ୍ତ ଓ ୧୨ ଶହରୁ ଉର୍ଦ୍ଧ୍ୱ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୧,୪୪,୩୦୫ରୁ ଅଧିକ ଟପିଲାଣି । ଏହାବ୍ୟତିତ ୪୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ…

ଭାରତ,ଆମେରିକା, ବ୍ରାଜିଲ କରୋନାର ଉଚିତ ମୁକାବିଲା କରିପାରିବେ : ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କରୋନା ମୁକାବିଲା କ୍ଷେତ୍ରରେ ଭାରତ, ବ୍ରାଜିଲ ଓ ଆମେରିକା ପ୍ରଶଂସା କରିଛି । ଏହି ୩ଟି ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କରୋନାକୁ ହରାଇବା ଦକ୍ଷତା ମଧ୍ୟ ଏମାନଙ୍କର ରହିଛି । ଗଣତନ୍ତ୍ର ଓ ଇଚ୍ଛାଶକ୍ତି ଯୋଗୁ ରୋଗ ସହ…

ଜାତୀୟ କ୍ରୀଡା ପୁରସ୍କାରରେ ରେକର୍ଡ ସଂଖ୍ୟକ ଆବେଦନ

ନୂଆଦିଲ୍ଲୀ:ଚଳତି ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ ରେକର୍ଡ ସଂଖ୍ୟକ ଆବେଦନ ଆସିଛି । କ୍ରୀଡା ମନ୍ତ୍ରଣାଳୟ ନିକଟକୁ ୫୦୦ରୁ ଅଧିକ ଆବେଦନ ଆସିଥିବା ବେଳେ ୪୨ ଖେଳରତ୍ନ ପୁରସ୍କାର ପାଇଁ ରହିଛି । ଜୟଲକ୍ଷ୍ମୀ, ଅନୂସୁୟା, ସଭ୍ୟା, ସମ୍ପୂର୍ଣ୍ଣା ଓ ମଣିକନ୍ଦନ ପରି ଅପରିଚିତ ଖେଳାଳିମାନେ ମଧ୍ୟ…

ରାଜ୍ୟରେ ଆଉ ୬ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୬ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାୟଗଡାରୁ…

ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାରୁ ୧୧ ପୋଲିସ କର୍ମଚାରୀ ପଜିଟିଭ ଚିହ୍ନଟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଥାନାର ୧୧ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୋଲିସ କରୋନା​‌ରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ…

ରାଜ୍ୟରେ କରୋନାର ଲମ୍ବା ଲମ୍ଫ: ୨୪ ଘଣ୍ଟାରେ ୧୫୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୫୯୪ ଜଣ ସଂକ୍ରମିତ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଆଜି ଚିହ୍ନଟ ପଜିଟିଭଙ୍କ…

ଭାରତର ରୌପ୍ୟ ପଦକ ସ୍ୱର୍ଣ୍ଣରେ ବଦଳିଲା

ନୂଆଦିଲ୍ଲୀ: ୨୦୧୮ ଏସିଆନ୍ ଗେମ୍ସ ୪ଗୁଣନ୪୦୦ ମିକ୍ସଡ ରିଲେ ଦଳ ବିଜେତା ବାହାରିନ୍ ଦଳର ଜଣେ ସଦସ୍ୟ ଡୋପ ଟେଷ୍ଟରେ ଧରାପଡିଛନ୍ତି । ଫଳରେ ତାଙ୍କ ଟିମକୁ ଅଯୋଗ୍ୟ ଘୋଷିତ କରାଯିବ ସହ ରୌପ୍ୟ ପଦକ ବିଜେତା ଭାରତୀୟ ଟିମ୍ ଏବେ ସ୍ୱର୍ଣ୍ଣର ହକଦାର ହୋଇଛନ୍ତି । କେମି ଆଡେକାୟା ଆଥଲେଟିକ୍ସ…