ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା…
ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା...
ସଂପଦ ମହାପାତ୍ର
ସାରା ଦେଶ ଚାହିଁ ବସିଥିଲା । ୧୫ତାରିଖ ବଡି ଭୋର ୨.୫୧ମିନିଟରେ ମହାକାଶକୁ ଯାଇଥାନ୍ତା ଚନ୍ଦ୍ରଯାନ-୨ । ହେଲେ ରାତି ୧.୫୫ମିନିଟ ଅର୍ଥାତ ପ୍ରକ୍ଷେପଣର ୫୬ମିନିଟ ଆଗରୁ ଦେଶର ବହୁ ପ୍ରତୀକ୍ଷିତ ମିଶନ ସ୍ଥଗିତ କରିବା…