Latest Odisha News

BREAKING NEWS

ଭାରତରୁ ଆମେରିକାରେ ପହଞ୍ଚିଲା ହାଇଡ୍ରୋକ୍ସି କ୍ଲୋରକୁଇନ ଔଷଧ

ୱାଶିଂଟନ: ଭାରତରୁ ଆମେରିକାରେ ପହଂଚିଲା ହାଇଡ୍ରୋକ୍ସି କ୍ଳୋରକୁଇନ୍ ଔଷଧ । କରୋନା ଉପଚାର ପାଇଁ ଏହି ଔଷଧକୁ ସମ୍ଭାବ୍ୟ ସଂଜିବନୀ ରୂପେ ଗ୍ରହଣ କରାଯାଇଛି । ଏଥିପାଇଁ ଚଳିତ ସପ୍ତାହରେ ଆମରେିକା ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତ ଆମେରିକାକୁ ହାଇଡ୍ରୋକ୍ସି କ୍ଲୋରକୁଇନ୍‌ର ୩୫.୮୨ ଲକ୍ଷ…

ସୁନ୍ଦରଗଡର ବିଶ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ସୁନ୍ଦରଗଡ: ସୁନ୍ଦରଗଡରୁ ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଉରକେଲାର ବିଶ୍ର ସଦର ମାର୍କେଟ ଅଚଂଳକୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ପୁରା ୪୮ ଘଂଟା ପାଇଁ ସିଲ୍ କରାଯାଇଛି । ଏଥିସହ ସମ୍ପୃକ୍ତ ଅଚଂଳରେ ସାନିଟାଇଜ କରାଯାଉଛି । ପୁରା ଅଚଂଳରେ ପ୍ରାୟ ୧୫୦୦ ଘର ରହିଛି । ଏହି ସବୁ ଘର…

ଲକଡାଉନ୍ ବେଳେ ଅଘଟଣ, ଏଏସ୍‌ଆଇଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଚଣ୍ଡିଗଡ: ଲକଡାଉନ୍ ବେଳେ ପଂଜାବ ପଟିଆଲା ସ୍ଥିତ ସନୋର ରୋଡରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ପରିବା କିଣିବାକୁ ବଜାରକୁ ଯାଇଥିବା କିଛି ଦୁର୍ବୃତ୍ତ ପୋଲିସ ଉପରକୁ ଖଣ୍ଡାରେ ଆକ୍ରମଣ କରିଛନ୍ତି । ଫଳରେ ଜଣେ ପୋଲିସ କର୍ମୀଙ୍କ ହାତ କଟିଯାଇଛି । ଏଥିସହ ଅନ୍ୟ ୨ ଜଣ ଅଧିକାରୀ ଗୁରୁତର…

କେନ୍ଦ୍ରାପଡାରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ରାଜନଗର: ଶନିବାର ଚିହ୍ନଟ ହୋଇଥିବା ରାଜ୍ୟର ୪ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ମହିଳା ଜଣଙ୍କ ରାଜନଗର ଅଂଚଳର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ଏହି ମହିଳା ଜଣଙ୍କ କିଛି ଦିନ ତଳେ ପଡୋଶୀ…

ଝାରପଡ଼ା ଅଞ୍ଚଳରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: କୋଭିଡ-୧୯ ରେ ଶନିବାର ଦିନ ଆକ୍ରାନ୍ତ ହୋଇଥିବା ଚାରିଜଣ ରୋଗୀଙ୍କ ମଧ୍ୟରେ ଦୁଇଜଣ ସୁନ୍ଦରଗଡର, ଜଣେ ଭୁବନେଶ୍ୱରର ଝାରପଡା ଏବଂ ଅନ୍ୟଟି କେନ୍ଦ୍ରାପଡା ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ ଝାରପଡ଼ା…

ଇଟାଲୀକୁ ଟପିଲା ଆମେରିକା, ୨୦ ହଜାରରୁ ଉର୍ଦ୍ଧ୍ଵ ବ୍ୟକ୍ତି ମୃତ

ଓ୍ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଏବେ ବିପର୍ଯ୍ୟସ୍ତ ଅବସ୍ଥା । ଦୁଇଦିନ ପୂର୍ବରୁ କରୋନାକୁ ନେଇ ଆଶଙ୍କା ପ୍ରକାଶ କରିଥିଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଯାହା ଏବେ ସତ ହେବାରେ ଲାଗିଛି। ସମସ୍ତ ରେକର୍ଡ଼କୁ ଟପି ଆମେରିକାରେ  ୨୦,୬୦୦ରୁ ଅଧିକ ବ୍ୟକ୍ତି କରୋନା…

ସୁନ୍ଦରଗଡ଼ରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ: ଓଡ଼ିଶାରେ ଚାରି ଜଣ ବ୍ୟକ୍ତିଙ୍କର କରୋନା ପଜିଟିଭ୍ ବାହାରିବାର ଗୋଟିଏ ଦିନ ପରେ ସୁନ୍ଦରଗଡ ଜିଲ୍ଲାରେ ୨ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ସୂଚନା ପ୍ରଦାନ କରାଯାଇଛି। ସଂକ୍ରମିତ ବ୍ୟକ୍ତି ବିସ୍ରା ଅଞ୍ଚଳର ବାସିନ୍ଦା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଗୁଜବ ଉଠିଛି, ହିନ୍ଦୁ ମନ୍ଦିରରେ ମୁସଲମାନ ରହୁଛନ୍ତି !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ମୁସଲମାନଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ର ରୂପେ ଏକ ହିନ୍ଦୁ ମନ୍ଦିର ବ୍ୟବହାର ହୋଇଛି । ଭିଡିଓରେ ଏକାଧିକ ପୁରୁଷ ଓ ମହିଳା ପଠାନୀ ଟୋପି ଏବଂ ବୁର୍ଖା ପିନ୍ଧି ବିଲ୍ଡିଂ ବାହାରକୁ ଯିବାରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଭାଇରାଲ୍…

ଦେଶରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦୦ ଛୁଇଁଲା, ୨୭୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୮୩୫୬ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୭୩୬୭ ଜଣ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୪-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୧୨ରିଖ  ରବିବାର ମୀନ ୩୦ ଦିନ ବୈଶାଖ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଜ୍ଯେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର…