Latest Odisha News

BREAKING NEWS

ଆଞ୍ଜୁଳା

ଆଞ୍ଜୁଳା ସୁଦର୍ଶନ ଦାସ ମୋ ଆଞ୍ଜୁଳା ପୂରିବା ଯାଏ ଅପେକ୍ଷା କରେ ପରସ୍ତ ପରସ୍ତ ଛାଇଙ୍କ ପିଠିରେ ଭରା ଦେଇ । ସମୟକୁ ଗୋଟାଏ ମୁଁ ଶାଳପତ୍ର ଗୋଟାଉଥିବା ଆଦିବାସୀ ଝିଅ ପରି । ଦୃଷ୍ଟିରେ ଅନେକ ଦିଗନ୍ତ ଶୋଷିହେଲା ପରେ ଆଞ୍ଜୁଳା ଉପରେ ନଜର ହାଡ଼, ମାଂସ, ସ୍ୱେଦ ଓ ରକ୍ତର ପୁଣି…

ଘଡଘଡି ସହ ବର୍ଷା ଆଶଙ୍କା, ୬ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ନୟାଗଡ, କନ୍ଧମାଳ, ନୂଆପଡା, ନବରଙ୍ଗପୁର ଓ…

ବିଶ୍ୱକପ ଫାଇନାଲ୍: ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ନ୍ୟୁଜିଲାଣ୍ଡର ପ୍ରଥମେ ବ୍ୟାଟିଂ

ଲର୍ଡ଼ସ: ଆଜି କ୍ରିକେଟର ମହାକୁମ୍ଭ ଆଇସିସି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଛି । କ୍ରିକେଟର ମକ୍କା କୁହାଯାଉଥିବା ଚର୍ଚ୍ଚିତ ଲର୍ଡ଼ସ୍ କ୍ରିକେଟ ଗ୍ରାଉଣ୍ଡରେ ବହୁ ପ୍ରତୀକ୍ଷିତ ଏହି ବିଶ୍ୱକପ ଫାଇନାଲ୍ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଛି । ଟସ୍…

ସଫଳ ଦ୍ୱିଭାଷୀ ଗାୟନାଚାର୍ଯ୍ୟ ରାଧେଶ୍ୟାମ ପଣ୍ଡା

ଭୁବନେଶ୍ୱର: ଘର ତାଙ୍କର ସମ୍ବଲପୁର ଜିଲ୍ଲାରେ, ମାତୃଭାଷା ସମ୍ବଲପୁରୀ । ହେଲେ ସେ ଉଭୟ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରାଞ୍ଜଳ ପାଲା ପରିବେଷଣ କରି ସାରା ରାଜ୍ୟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିରଳ ପ୍ରତିଭାବନ୍ତ ଗାୟକ ହେଉଛନ୍ତି ରାଧେଶ୍ୟାମ ପଣ୍ଡା । ୧୯୫୮ ମସିହା…

ଚନ୍ଦ୍ର ଅଭିଯାନ ଲାଗି ଆରମ୍ଭ ହେଲା କାଉଣ୍ଟଡାଉନ୍

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହା ଫଳରେ ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ…

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଗୁଲନଗର ନିକଟ ଦଣ୍ଡାମୁଣ୍ଡ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ କେହି ଦୁବୃର୍ତ୍ତ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରିଛି । ଫଳରେ ଉତ୍ତ୍ୟକ୍ତ ଲୋକେ ଆଜି ସ୍ଥାନୀୟ ତିନିମୁହାଁଣୀ ଛକ ଅବରୋଧ କରିଛନ୍ତି । ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା ପ୍ରତିବାଦରେ…

‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଲେ ଜାସଲିନ୍

ଭୁବନେଶ୍ୱର: ରାଜଧାନୀସ୍ଥିତ ଷ୍ଟୁଆର୍ଟ ସ୍କୁଲରେ ଅନୁଷ୍ଠିତ ହୋଇଥିବା ୨ୟ ‘ସିଦ୍ଧାର୍ଥ ମିଶ୍ର ମେମୋରିଆଲ୍ ସର୍ଜନାତ୍ମକ ଲେଖା ପ୍ରତିଯୋଗିତା’ ଜିତିଛନ୍ତି ଜାସଲିନ୍ ମହାପାତ୍ର । ଏହି ପୁରସ୍କାର ବିଜୟିନୀ ୧୦ମ ଷ୍ଟାଣ୍ଡାର୍ଡ଼ର ଛାତ୍ରୀଜଣକଙ୍କୁ ସିଦ୍ଧାର୍ଥଙ୍କ ପତ୍ନୀ ପ୍ରାଚୀତାରା ବିଜେତା…

ନବଜାତକର ହସ

ନବଜାତକର ହସ ବିରଜା ବଳ ଲାଳସରସର ନବଜାତ ଶିଶୁର ହସ । ହସରହିତ ଉପଲକ୍ଷରେ ଆକାଶିଆ ଗଛଯାଏ ଉଡ଼ିଯାଏ ଘୂରିବୁଲେ ଭିନ୍ନଭିନ୍ନ ଦୃଶ୍ୟ ଭିତରେ । ଗୋଟେ କୁନିଗଛର ମୂଳବାହିକା ଚେର ପ୍ରବେଶ କରେ ଭିତରକୁ ମାଟିତଳ ରସମୟ ବୋଲି ଆବୃତ୍ତି କରେ, ହସ, ରସମୟ ବୋଲି ଆବୃତ୍ତି କରେ ନବଜାତ…

ଦ୍ୱିତୀୟ ଥର ପାଇଁ ମାଆ ହେଲେ ଏହି ବଲିଉଡ ଅଭିନେତ୍ରୀ, ଜାଣନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସମୀରା ରେଡ୍ଡୀ ଦ୍ୱିତୀୟ ଥର ପାଇଁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସମୀରା ୨୦୧୫ ମସିହାରେ ପ୍ରଥମେ ସେ ଏକ ଶିଶୁ ପୁତ୍ରର ଜନନୀ ହୋଇଥିବା ବେଳେ ଏବେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସମୀରାଙ୍କ ଶିଶୁ କନ୍ୟାର…

ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

ଭୁବନେଶ୍ୱର : ଯୁକ୍ତ ୨ରେ ନାମଲେଖା ଲାଗି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଶନିବାର ଦିନ ପ୍ରକାଶ ପାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଆଡମିଶନ୍ କରିପାରିବେ । ଜାଣନ୍ତୁ, ରାଜ୍ୟର କେଉଁ ୩ଟି…