Latest Odisha News

BREAKING NEWS

କେନ୍ଦ୍ରୀୟ ବଜେଟ୍: ବ୍ରିଫକେସ୍ ବଦଳରେ ଅର୍ଥମନ୍ତ୍ରୀଙ୍କ ବହି-ଖାତା, ୩ କୋଟି ଉଠାଦୋକାନୀଙ୍କୁ ମିଳିବ ପେନସନ୍

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ସବୁଥର ଅର୍ଥମନ୍ତ୍ରୀମାନେ ବ୍ରିଫକେସରେ ବଜେଟ୍ ଉପସ୍ଥାପନା କରୁଥିବାବେଳେ ଚଳିତ ଥର ଏହି ମହିଳା ଅର୍ଥମନ୍ତ୍ରୀ ବହି-ଖାତାରେ ବଜେଟ୍ ଉପସ୍ଥାପନା କରିଛନ୍ତି । ଉକ୍ତ…

ବାରିପଦାରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ରଥଟଣା

ବାରିପଦା : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଗୋଟିଏ ଦିନପରେ ଆଜି ବାରିପଦାରେ ଅନୁଷ୍ଠିତ ହେଉଛି ରଥଯାତ୍ରା । ଏଥିପାଇଁ ବାରିପଦା ସହର ଚଳଚଞ୍ଚଳ ହୋଇଉଠିଛି । ମିଳିଥିବା ସୂଚନାନୁଯାୟୀ ଗୁରୁବାର ସକାଳୁ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରିତିନିତୀ ଅନୁଯାୟୀ…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଲା ସଂସଦରେ ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଆରମ୍ଭ କରିଛନ୍ତି । ଆଜି ଲୋକସଭାରେ ଦିନ ଠିକ୍ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଲାଗି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି ।…

ଆଜି ଅପରାହ୍ନରେ ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର

ପୁରୀ : ଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲିରେ ଭାଇ ଓ ଭଉଣୀଙ୍କ ସହ ରଥାରୂଢ କାଳିଆ ଠାକୁର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ଅପରାହ୍ନରେ ଶ୍ରୀଜିଉମାବେ ଆଡପ ମଣ୍ଡପକୁ ବିଜେ କରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠାକୁରଙ୍କ ପହଣ୍ଡି ନେଇ କୌଣସି ସମୟ ଧାର୍ଯ୍ୟ କରାଯାଇନଥିବାବେଳେ…

ଆଜି ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୯-୨୦ ଆର୍ôଥକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି । ଆଜି ଲୋକସଭାରେ ଦିନ ୧୧ଟାରୁ ୧୨ ମଧ୍ୟରେ ଉପସ୍ଥାପନ କରାଯିବା ନେଇ ସୂଚନା ମିଳିଛି । #WATCH Delhi: Finance Minister Nirmala Sitharaman…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୫-୦୭-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୫ ରିଖ ଶୁକ୍ରବାର ବାର ମିଥୁନ ୨୧ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ବିଛା ଧନୁ ମୀନ…

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ

ଓଡିଆ ବହିରୁ ଏଜରା ପାଉଣ୍ଡଙ୍କ ରୟାଲଟି, ଏକ ସଂକ୍ଷିପ୍ତ ଓ ରହସ୍ୟମୟ ଇତିହାସ କେଦାର ମିଶ୍ର “ମୋ ବହି ଓଡିଆ ଓ ବଙ୍ଗଳାରେ ପ୍ରକାଶ କରି ମୋତେ କଣ ଦେବାକୁ ହେବ ବୋଲି ଆପଣ ‘ସର୍ତ୍ତ' ପଚାରିଛନ୍ତି। ଆପଣ ବହି ବିକି ଯେଉଁ ଲାଭ ପାଇବେ ସେହି ଲାଭାଂଶର କିଛି ଅଂଶ ହିଁ ମୋର ପ୍ରାପ୍ୟ ହେବ। ଅବଶ୍ୟ…

ମୁମ୍ବାଇରେ ‘ଜୟ ଜଗନ୍ନାଥ’ ଧ୍ୱନୀ ସହ ଗଡ଼ିଲା ରଥ…

ମୁମ୍ବାଇ: ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରୁ ଶ୍ରୀଜିଉଙ୍କ ରଥ ବାହାରି ସେକ୍ଟର ୧୨ସ୍ଥିତ ଶିବ ମନ୍ଦିର ନିକଟ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ହୋଇଥିଲା । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି…

ପୁରୁଣା ଭୁବନେଶ୍ୱରର ୩ଟି ସ୍ଥାନରେ ରଥଯାତ୍ରା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥଟଣା ହୋଇଥିଲା । ଅପରାହ୍ଣ…

କିସ୍ ପରିସର ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା: ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଠାରେ ସବୁବର୍ଷ ପରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁସଜ୍ଜିତ ତିନିରଥରେ ଠାକୁରମାନେ…