Latest Odisha News

କରୋନା ଅପଡେଟ୍ ; ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି !

ନୂଆଦିଲ୍ଲୀ: ଆମେରିକାର ବ୍ରୋନ୍‌କ୍ସ ପ୍ରାଣୀ ଉଦ୍ୟାନରେ ବାଘୁଣୀ ନାଦିଆ କରୋନାଭାଇରସରେ ସଂକ୍ରମିତ ହେବା ପରେ ଭାରତର ସମସ୍ତ ପଶୁ ବାଟିକାରେ ହାଇ ଆଲର୍ଟ ଜାରି ହୋଇଛି । Zoos advised to be on high alert, mammals like cats, ferrets and primates to be carefully…

ଭିଲୱାଡା ମଡେଲ ଦେଶସାରା ଲାଗୁ କରାଯାଇପାରେ !

ଜୟପୁର : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ରାଜସ୍ଥାନର ଭିଲୱାଡା ମଡେଲକୁ ଆବଶ୍ୟକ ପଡିଲେ ସାରା ଦେଶରେ ଲାଗୁ କରାଯାଇପାରେ । ଏ ନେଇ କୌଣସି ବିଧିବଦ୍ଧ ସୂଚନା ନାହିଁ ତେବେ ଭିଲୱାଡା ମଡେଲ କଥା କାହିଁକି ଉଠୁଛି ଆସନ୍ତୁ ଜାଣିବା । ଭିଳୱାଡାରେ କରୋନା ସଂକ୍ରମଣ ବ୍ୟାପିବା ପରେ ସ୍ଥାନୀୟ…

କରୋନା ମୁକାବିଲା: ମାଓବାଦୀଙ୍କ ପାଇଁ ଅଡିଓ ଟେପ୍ ଓ ପୋଷ୍ଟର ଜାରି

ମାଲକାନଗିରି: ମାରାତ୍ମକ ଭୂତାଣୁ କରୋନା ମୁକାବିଲା ପାଇଁ ମାଓ ସଂଗଠନ ପକ୍ଷରୁ ଅଡିଓ ଟେପ୍ ଓ ମାଓ ପୋଷ୍ଟର ଜାରି ହୋଇଛି । ମାଓନେତା କୈଳାସ ଏହି ଅଡିଓ ଟେପ୍ ଓ ପୋଷ୍ଟର ଜାରି କରିଛି । ଲୋକଙ୍କୁ ସତର୍କ ରହିବା ସହ ମାଓ କ୍ୟାଡରଙ୍କୁ କରୋନା ସଂକ୍ରମିତ ଲୋକଙ୍କ ଠାରୁ ଦୂରେଇ ରହିବାକୁ ସେ ଆହ୍ୱାନ…

‘ମେଁ ମୁଲାୟମ ସିଂ ଯାଦବ’ ଫିଲ୍ମର ଟିଜର ରିଲିଜ ହେଲା

ମୁମ୍ବାଇ: ବଲିଉଡରେ ଆତ୍ମଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବା ଟ୍ରେଣ୍ଡ ଜୋର ଧରିଛି । ଏହି ଧାରାରେ ଯୋଡି ହୋଇଯାଇଛି ଆଉ ଏକ ଫିଲ୍ମ । ସମାଜବାଦୀ ପାର୍ଟିର ପୂର୍ବତନ ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ଫିଲ୍ମର ନାମ ‘ମେଁ ମୁଲାୟମ ସିଂ ଯାଦବ’ ରଖାଯାଇଛି । ସେ…

କଟକ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୯ ଜଣଙ୍କ ରିପୋର୍ଟ ନେଗେଟିଭ

କଟକ: କଟକର ପ୍ରଥମ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୧୯ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗଲା ତିନି ଦିନ ତଳେ କଟକ ସହରର ପଟ୍ଟାପୋଲାର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ବ୍ୟକ୍ତି ଜଣକ ୧୯ ଜଣଙ୍କ…

ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ଗୋଞ୍ଜାଲେଜଙ୍କ ଆତ୍ମହତ୍ୟା, କରୋନା ସଂକ୍ରମଣ ନେଇ ଚାପରେ ଥିଲେ

ପ୍ୟାରିସ: ଫ୍ରାନ୍ସ ଫୁଟବଲ କ୍ଲବ ରେମ୍ସର ଡାକ୍ତର ବର୍ଣ୍ଣାଡ ଗୋଞ୍ଜାଲେଜ ସୋମବାର ଆତ୍ମହତ୍ୟା କରିଛନ୍ତି । ୧୦ ବର୍ଷୀୟ ଏହି ଲୋକପ୍ରିୟ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ଏଥିନେଇ ସେ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଦୀର୍ଘ ୨୦ ବର୍ଷ ଧରି କ୍ଲବ ସହିତ…

ଲକ୍‌ଡାଉନ୍ କଟକଣା: ଭୁବନେଶ୍ୱରରେ ୮୪୭, କଟକରେ ୧୦୧୯ ଗାଡି ସିଜ୍‌

ଭୁବନେଶ୍ୱର: ୪୮ ଘଂଟାର ସଟଡାଉନ୍ ହଟିବା ପରେ ଟ୍ୱିନ୍ ସିଟିରେ ପୁଣି ଅମାନିଆ ଗାଡି ଚାଳକଙ୍କ ମନମାନି ଦେଖିବାକୁ ମିଳିଛି । ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକେ ବାହାରେ ବୁଲିଛନ୍ତି । ସୋମବାର ବିଭିନ୍ନ ବାହାନା ଦେଖାଇ ବାଇକ ଧରି ଲୋକେ ପଦାକୁ ବାହାରିଥିଲେ । ତେବେ…

ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ଜିବ୍ରିଲ କରୋନା ଭାଇରାସ ସଂକ୍ରମଣରେ ମୃତ୍ୟୁ

କାଇରୋ: ଲିବ୍ୟାର ପୂର୍ବତନ ପ୍ରଧାନମନ୍ତ୍ରୀ ମହମ୍ମଦ ଜିବ୍ରିଲ କରୋନା ଭାଇରାସରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ବିବାଦୀୟ ଶାସକ ମୁଆମର ଗଦ୍ଦାଫିଙ୍କୁ ହଟାଇ ସେ ୨୦୧୧ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ କୋଭିଡ-୧୯ରେ ସଂକ୍ରମିତ…

କରୋନାଭାଇରସକୁ ନେଇ ସର୍ଟ ଫିଲ୍ମ ; ଅଭିନୟରେ ଅମିତାଭ, ରଜନୀକାନ୍ତ ଓ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ: କରୋନା ମୁକାବିଲାରେ ଆଗେଇ ଆସିଛି ଅଭିନୟ ଜଗତ । ଅର୍ଥରାଶି, ଉପକରଣ ସହାୟତା ଓ ସଚେତନତା ମୂଳକ ଭିଡିଓ ଜରିଆରେ ଅଭିନୟ ଜଗତ ଭାରତ ସରକାରଙ୍କୁ କରୋନା ବିରୋଧୀ ଲଢେଇରେ ସମର୍ଥନ କରିଆସିଛି । ମେଗାଷ୍ଟାର ଅମିତାଭ ବଚ୍ଚନ, ଥଲାଇଭା ରଜନୀକାନ୍ତ, ଦିଲଜିତ୍ ଦୋସାଂଜ ଓ କ୍ୱାଣ୍ଟିକୋ ଫେମ୍…

କରୋନା ବିରୋଧୀ ସଂଗ୍ରାମ ଦୀର୍ଘ ଦିନ ଧରି ଚାଲିବ: ମୋଦି

ନୂଆଦିଲ୍ଲୀ: ସୋମାବର ବିଜେପି ୪୦ ବର୍ଷରେ ପାଦ ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ…