Latest Odisha News

କରୋନା ପଜିଟିଭ ଚିହ୍ନଟକୁ ସାଂପ୍ରଦାୟିକ ରଙ୍ଗ ନଦେବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ

ଭୁବନେଶ୍ୱର : କରୋନା ସଂକ୍ରମଣ ଓ ଲକ୍ ଡାଉନ ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସକୁ ସଜାଗ ରହିବାକୁ କହିବା ସହିତ କରୋନା ସଂକ୍ରମଣ ପରିସ୍ଥିତିକୁ ସାଂପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଡା…

ହ୍ରାସ ପାଇଛି ପୃଥିବୀର କମ୍ପନ; କାରଣ କରୋନା ନୁହେଁ ତ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ପୃଥିବୀ ଯେମିତି ସ୍ଥିର ହୋଇ ଯାଇଛି । ଲକ୍‌ଡାଉନ ଆଗରୁ ଯେମିତି ପୃଥିବୀର କମ୍ପନ ହେଉଥିଲା ଏବେ ସେତେ ହେଉନି । କରୋନା ଭାଇରସ୍ ମୁକାବିଲା ଲାଗି ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ, ପୃଥିବୀର କମ୍ପନ…

ପରିବାର ଲୋକଙ୍କୁ ଘରୁ ଗୋଡ ନ କାଢ଼ିବାକୁ ମାଆମାନେ ତାଗିଦ କରନ୍ତୁ: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଆଉ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ତେଣୁ ଏହି କ୍ଷେତ୍ରରେ ମହିଳାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଘର ଭିତରେ ମହିଳାମାନେ ତଥା ସବୁ ମାଆମାନେ ପୋଲିସ ହେବା ଦରକାର । ପରିବାର ଲୋକଙ୍କୁ ଘରୁ ଗୋଡ ନ…

ଦୀପ ଜାଳିବା ବଦଳରେ ଗୁଳି ଫୁଟାଇଲେ ବିଜେପି ନେତ୍ରୀ, ଭିଡିଓ ଭାଇରାଲ

ୟୁପି: ଦୀପ ଜାଳିବା ବଦଳରେ ଫୁଟିଲା ଗୁଳି । ହାତରେ ବନ୍ଧୁକ ଧରି ଦୀପ ନ ଜାଳି ଗୁଳି ଫୁଟାଇଲେ ବିଜେପି ନେତ୍ରୀ । ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଳାର ଜଣେ ବିଜେପି ନେତ୍ରୀ କିଛି ଏଭଳି କରି ଏବେ ଅଡୁଆରେ ପଡିଛନ୍ତି । ରବିବାର ରାତି ୯ଟାରେ ୯ମିନିଟ୍ ପାଇଁ ଦୀପ, ଲାଇଟ କିମ୍ବା ଟର୍ଚ୍ଚ…

କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୭୬% ପୁରୁଷ, ୨୪% ମହିଳା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଗଲା ୨୪ ଘଂଟା ମଧ୍ୟରେ ୬୯୩ଟି ନୂଆ କରୋନା ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ରେ ପହଂଚିଛି । ତେବେ ଏହି ୪୦୬୭ଟି ମାମଲା ମଧ୍ୟରୁ ୭୬ ପ୍ରତିଶତ ପୁରୁଷ ଓ ୨୪ ପ୍ରତିଶତ ମହିଳା ଅଛନ୍ତି । ଏଥିରୁ ସ୍ପଷ୍ଟ ଯେ…

ଜାପାନରେ ଲାଗୁ କରାଯାଇପାରେ ଏମରଜେନ୍ସି

ଟୋକିଓ: ଜାପାନରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ୨ ଦିନ ମଧ୍ୟରେ ୫୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଜାପାନ ପ୍ରଧାନ ମନ୍ତ୍ରୀ ଶିଞ୍ଜୋ ଆବେ ମଙ୍ଗଳବାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା…

ମୁମ୍ବାଇର ୱକହାର୍ଡ ହସ୍ପିଟାଲ ସିଲ, ୨୬ ନର୍ସ ଓ ୩ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ମୁମ୍ବାଇ: ମୁମ୍ବାଇ ସହରର ଆଗ୍ରିପଡାରେ ଥିବା ୱକହାର୍ଡ ହସ୍ପିଟାଲ ସିଲ୍ ହୋଇଛି । ଏଠାରେ ୨୬ ଜଣ ନର୍ସ ଓ ୩ଜଣ ଡାକ୍ତର କରେନା ଆକ୍ରାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସିଲ୍ କରାଯାଇଛି । ଏହି ହସ୍ପିଟାଲ ଠାରୁ ଦୂରେଇ ରହିବା ପାଇଁ ବ୍ରିହାନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍ ପରାମର୍ଶ…

ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ପାଇଁ କୌଣସି ଔଷଧ ବାହାରି ନଥିବାବେଳେ କେତେକ ଗୁରୁତର ମାମଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ବ୍ୟବହାର କରିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେବେ ଏହାକୁ ଅତି ଜରୁରି ହେଲେ କେବଳ ଡାକ୍ତରଙ୍କ ପରାମର୍ଶରେ ପ୍ରଦାନ ପାଇଁ ପ୍ରସ୍ତାବ ଦିଆଯାଇଛି…

୧ ଲକ୍ଷ ଦିନ ମଜୁରିଆଙ୍କୁ ଖାଦ୍ୟ ଯୋଗାଇବେ ଅମିତାଭ ବଚ୍ଚନ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ୧ ଲକ୍ଷ ଦିନ ମଜୁରିଆଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକଡାଉନ କରାଯାଇଛି । ଏଥିଯୋଗୁ ଗରିବ ତଥା ଦିନ ମଜୁରିଆମାନେ ଆବଶ୍ୟକ ମୁତାବକ ଖାଦ୍ୟ ପାନୀୟ ପାଉ ନ ଥିବାରୁ…

ଆସନ୍ତା ୨ ବର୍ଷ ପାଇଁ ସାଂସଦ ପାଣ୍ଠି ସ୍ଥଗିତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ସୋମବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତ୍ତି ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ସାଂସଦ ପାଣ୍ଠିକୁ ସ୍ଥିଗିତ କରାଯାଇଛି । ଏ ବାବଦକୁ ୭୯୦୦ କୋଟି ମିଳିବ। କରୋନା ମୁକାବିଲାରେ କନ୍‌ସୋଲିଡେଟେଡ୍ ଫଣ୍ଡ ଜରିଆରେ ଏହି ସମସ୍ତ ଅର୍ଥ ଖର୍ଚ୍ଚ ହେବ।…