ଭାରତ ସରକାରଙ୍କ ପଦକ୍ଷେପ: ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପରୁ ଉଠିଲା ଆଂଶିକ କଟକଣା
ନୂଆଦିଲ୍ଲୀ: ଭାରତ ସରକାର ମଙ୍ଗଳବାର ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପରୁ ଆଂଶିକ କଟକଣା ଉଠାଇ ଦେଇଛି । ତେବେ ସରକାରଙ୍କ ଏ ନିଷ୍ପତି ନେଇ ବିରୋଧୀ ଦଳ ରାଜନୀତି କରିବା ଆରମ୍ଭ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇଲା ବୋଲି ସେମାନେ…