୨ ବର୍ଷ ପାଇଁ ବିଧାୟକ ପାଣ୍ଠି ବନ୍ଦ ଲାଗି ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର: କରୋନା ଭୂତାଣୁ ସହ ଲଢ଼ୁଛି ସାରା ଦେଶ ଓ ରାଜ୍ୟ । ଏଭଳି ସ୍ଥିତିରେ ଓଡ଼ିଶାର ସବୁ ବିଧାୟକଙ୍କ ହାତ ପାଣ୍ଠି ତଥା ଏମ୍ଏଲ୍ଏ ଲାଡ ଫଣ୍ଡକୁ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଓଡ଼ିଶାର ସବୁ ବିଧାୟକ…