Latest Odisha News

BREAKING NEWS

ବିଜେପି ପାଇଁ ରିସ୍କ

 ପଲିଟିକସ ଫଲିଟିକସ  ବିଜେପି ପାଇଁ ରିସ୍କ ଜ୍ୟୋତି ପ୍ରକାଶ ମହାପାତ୍ର ଏବେ ଏମିତି ହିଁ କଥା ଉଠୁଛି । ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜେପି ଯେତେବେଳେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ, ସେତେବେଳେ ଏହା ରାଜ୍ୟରେ ଶାସକ ଦଳ ବିଜେଡ଼ି ସହ ଅଲିଖିତ ଚୁକ୍ତି କରିବା ପାଇଁ…

ବିଶ୍ୱକପ୍ ପରେ କ୍ରିକେଟରୁ ଅବସର ନେବେ ଧୋନୀ !

ଲଣ୍ଡନ: କ୍ରିକେଟରୁ ଅବସର ନେବେ ମହେନ୍ଦ୍ର ସିଂହ ଧୋନୀ ! ଚଳିତ ବିଶ୍ୱକପର ଭାରତର ଶେଷ ମ୍ୟାଚ ଖେଳି ଧୋନୀ କ୍ରିକେଟରୁ ସବୁଦିନ ଅବସର ନେବା ସମ୍ପର୍କରେ ପିଟିଆଇରେ ପ୍ରକାଶିତ ହୋଇଛି । ଭାରତ ଯଦି ଜୁଲାଇ ୧୪ରେ ଲର୍ଡସଠାରେ ହେବାକୁ ଥିବା ଫାଇନାଲ୍ ଖେଳି ବିଶ୍ୱକପ ବିଜୟୀ ହୁଏ ତେବେ ଏହା…

ମାଲକାନଗିରିରୁ ଜବତ ହେଲା ୧୬୫ କେଜିର ଗଞ୍ଜେଇ, ୨ ଅଟକ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଉଡଗୁଡା ଛକ ନିକଟରେ ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ପ୍ରାୟ ୧୬୫ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରଞ୍ଜିତ ସିକଦର୍ (୩୦) ଏବଂ ସୁବାସ ଖରା (୩୭) । ଉଭୟ ମାଲକାନଗିରି ଜିଲ୍ଲାର…

ଚାଷୀଙ୍କ ଲାଗି ଖୁସି ଖବର, ଧାନ ସମେତ ୧୪ଟି ଶସ୍ୟ ଉପରେ ବୃଦ୍ଧି ହେଲା ଏମଏସପି

ନୂଆଦିଲ୍ଲୀ: ବାର୍ଷିକ ବଜେଟ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ରସରକାର କୃଷକମାନଙ୍କୁ ଦେଇଛନ୍ତି ବଡ଼ ଉପହାର । କେନ୍ଦ୍ର କ୍ୟାବିନେଟରେ ଖରିଫ  ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ରର ମୋଦୀ ସରକାର । କେନ୍ଦ୍ର ସରକାର ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକରେ…

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦରୁ ବିଧିବଦ୍ଧ ଭାବେ ରାହୁଲ ଗାନ୍ଧି ବୁଧବାର ଦିନ ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସ ପରାଜୟରେ ଦୋଷକୁ ନିଜକୁ ଦାୟୀ କରି ରାହୁଲ ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ…

ୟୁନାଇଟେଡ଼ ବ୍ୟାଙ୍କ ଠକେଇ ଘଟଣା: ୩ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ସିବିଆଇର ମାମଲା ରୁଜ୍ଜୁ

ଭୁବନେଶ୍ୱର : ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ନୟାପଲ୍ଲୀ ଶାଖାର ୩ଜଣ ପୂର୍ବତନ ଅଧିକାରୀଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ୨୦୧୭ ମସିହାରେ ହୋଇଥିବା ୨୪ କୋଟିରୁ ଅଧିକ ଋଣ ଠକେଇ ଘଟଣାରେ ଏହି ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ…

ଦିଲ୍ଲୀ ଗୋଷ୍ଠୀ ସଂଘର୍ଷ ଘଟଣା: ଓଡିଆ ଆଇପିଏସ୍ ଅଧିକାରୀଙ୍କୁ ଅମିତ ଶାହଙ୍କ ସମନ୍

ନୂଆଦିଲ୍ଲୀ : ଗତ ଜୁନ୍ ୩୦ ତାରିଖରେ ଦିଲ୍ଲୀର ହଜ କାଉଜ ଅଞ୍ଚଳରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ବୁଧବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡିଆ ଆଇପିଏସ୍ ଅଫିସର ତଥା ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ଭତ୍ସନା କରିଛନ୍ତି । ଏଥିସହିତ କେନ୍ଦ୍ରମନ୍ତ୍ରୀ…

ଫୁଲରେ ସଜ୍ଜା ହେଉଛି ବଡଦେଉଳ, ଦିଲ୍ଲୀରୁ ଆସିଛନ୍ତି ୨ଶହ କାରିଗର

ପୁରୀ: ରାତି ପହିଲେ ମହାପ୍ରଭୁଙ୍କ ରଥଯାତ୍ରା । ସଜେଇ ହେଲାଣି ସାରା ଶ୍ରୀକ୍ଷେତ୍ର । ଏଥିରୁ ଶ୍ରୀମନ୍ଦିର ବା ବାଦ ପଡ଼ିଥାନ୍ତା କେମିତି ! ଏଥର ରଥଯାତ୍ରା ଅବସରରେ ଦେଖିବାକୁ ମିଳିବ ଏକ ନୂଆ କଥା । ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ପୂର୍ଣ୍ଣ ଫୁଲରେ ସଜା ହେବ। ଘୋଷଯାତ୍ରାର ଗୋଟିଏ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଅମ୍ବାତି ରାୟୁଡୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ବୁଧବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୧୫ ଜଣିଆ ସ୍କ୍ୱାଡରୁ ବାଦ ପଡିବା ପରେ ସେ ଏଭଳି ଅବସର ଘୋଷଣା କରିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ସେ…

ବିଶ୍ୱକପରେ କିପରି ସଭିଙ୍କ ହୃଦୟ ଜିଣିଲେ ୮୭ ବର୍ଷୀୟା କ୍ରିକେଟ୍ ଫ୍ୟାନ୍, ଜାଣନ୍ତୁ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଏବେ ପ୍ରତିଟି ମ୍ୟାଚକୁ ନେଇ ଯେତିକି ଆଲୋଚନା ହେଉଛି ତା’ଠୁଁ ବଳିଯାଇଛି ଜଣେ ୮୭ ବର୍ଷୀୟା ଭାରତୀୟ ଫାନଙ୍କୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମର ବୟୋଜ୍ୟେଷ୍ଠ ଫ୍ୟାନ ହେଲେ ଚାରୁଲତା ପଟେଲ୍ । ଇଂଲଣ୍ଡର କ୍ରିକେଟ ଷ୍ଟାଡ଼ିୟମରେ ମ୍ୟାଚ୍ ଦେଖିବାର ନିଶା ଆଗରେ…