Latest Odisha News

BREAKING NEWS

ରଥଯାତ୍ରାରେ ପାଗ ଶୁଖିଲା ରହିବ, ଆଗାମୀ ଦୁଇଦିନ ନାହିଁ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ତିନି ଧରି ଜାରି ରହିଥିôବା ଲଗାଣ ବର୍ଷା ପରେ ଆସନ୍ତା ୨ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ବୁଧବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଆଗାମୀ ଦୁଇ ଦିନ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡିଶାର…

ଗୁଆ ଖୋଳପା ମାଡ଼ ହେଲା ଆଶୀର୍ବାଦ !

ପୁରୀ: ଘଟଣାଟି ଘଟିଛି ପୁରୀ ଶ୍ରୀମନ୍ଦିରରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଦିନ । ନେତ୍ରୋତ୍ସବରେ ମହାପ୍ରଭୁଙ୍କ ଆଖି ଖୋଲିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ମହିଳା ପୁରୁଷ ଧାଡ଼ି ବାନ୍ଧି ଯାଉଥିଲେ । ଭିଡ଼ ନିୟନ୍ତ୍ରଣ କରୁଥିଲେ ପୁଲିସ । ହାତରେ ଲାଠି ନଥିଲା, ଥିଲା ଗୁଆ…

ନୂଆ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଜନସାଧାରଣଙ୍କୁ ଭଲ ଆଚରଣ ଦେଖାଅ

ଭୁବନେଶ୍ୱର : ନିକଟ ଅତୀତରେ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳର ନବାଗତ ବିଧାୟକମାନଙ୍କ ସହ ଏକ ମିଟିଂ କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବୁଧବାର ଦିନ ଏକ ବୈଠକର ଆୟୋଜନ କରିଛନ୍ତି । ଦଳୀୟ ସୁତ୍ରରୁ…

ନୀଳମାଧବଙ୍କ ରୂପରେ ଶ୍ରୀଜଗନ୍ନାଥ…

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବୃତ୍ତାନ୍ତ ପ୍ରକୃତରେ ରହସ୍ୟମୟ । ଭଗବାନଙ୍କ ନିଜର ଜନ୍ମକୁ ନିଜେ ହିଁ ଅପୂର୍ବ ଲୀଳା ମାଧ୍ୟମରେ ଜନମାନସରେ ପ୍ରକଟ କରିଛନ୍ତି । ଶ୍ରୀକୃଷ୍ଣଙ୍କ ଶରୀରରେ ଜାରା ଶବର ଦ୍ୱାରା କ୍ଷତ ସୃଷ୍ଟି ହେବା ଫଳରେ ଭଗବାନଙ୍କ ମାନବୀୟ ଅବତାରର ସମାପ୍ତ ଘଟିଥିଲା ।…

ଘଡଘଡି ସହ ବର୍ଷା ଆଶଙ୍କା, ୫ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜ ଆଦି…

ଆଜିଠୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ଯୁକ୍ତ ୨ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବୁଧବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଆଡମିଶନ୍ ପ୍ରକ୍ରିୟା ଜୁଲାଇ ୬ ତାରିଖ ଯାଏଁ ଜାରି ରହିବ । ଚଳିତ ଥର ପ୍ରଥମ ବର୍ଷ ଲାଗି ୩,୭୫,୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୩-୦୭-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୩ ରିଖ ବୁଧବାର ବାର ମିଥୁନ ୧୯ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: କର୍କଟ…

ବାଂଲାଦେଶକୁ ୨୮ ରନରେ ପରାସ୍ତ କରି ଭାରତ ସେମିଫାଇନାଲରେ

ବର୍ମିଂହାମ୍: ସେମିଫାଇନାଲ ଯିବାକୁ ଆଜିର ମ୍ୟାଚ୍ ଜରୁରୀ ହୋଇପଡ଼ିଥିବା ବେଳେ ବାଂଲାଦେଶକୁ ୨୮ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳର ୩୧୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ଦଳ ୪୮ ଓଭର୍ ଖେଳି ୨୮୬ ରନରେ ଅଲଆଉଟ୍ ହୋଇଛି । ଭାରତୀୟ ବୋଲର୍ ବାଂଲା ଦଳ ଉପରେ…

ବିଜେଡ଼ି ଜିତିଲା ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦ ଉପ ନିର୍ବାଚନ

ବ୍ରହ୍ମପୁର/କୋରାପୁଟ: ଗଞ୍ଜାମ ଓ କୋରାପୁଟ ଜଲ୍ଲା ପରିଷଦ ଉପ ନିର୍ବାଚନରେ ମଙ୍ଗଳବାର ଦିନ ଦୁଇ ବିଜେଡ଼ି ପ୍ରାର୍ଥୀ ସୋନମ ପଲେଇ ଏବଂ ତୁଳସୀ କିର୍ସାନୀ ନିନ୍ଦ୍ୱନ୍ଦ୍ୱରେ ଜିତି ଅଧ୍ୟକ୍ଷା ପଦବୀ ହାସଲ କରିପାରିଛନ୍ତି । କେବଳ ଜଣେ ମାତ୍ର ପ୍ରତିନ୍ଦ୍ୱନ୍ଦ୍ୱୀ ଭାବେ ନିର୍ବାଚନରେ…

ଶ୍ରୀଜଗନ୍ନାଥଙ୍କ ସମ୍ପର୍କୀତ ନୂଆ ପୋର୍ଟାଲ୍ ଉନ୍ମୋଚନ କଲେ ଗଜପତି ମହାରାଜା

ପୁରୀ: ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ଶ୍ରୀଜଗନ୍ନାଥଙ୍କୁ ନେଇ ଏକ ନୂଆ ୱେବସାଇଟ୍ ଉନ୍ମୋଚିତ କରିଛନ୍ତି । ନୂତନ ଭାବେ ଉନ୍ମୋଚିତ ହୋଇଥିବା ଏହି ୱେବ ସାଇଟ ହେଉଛି www.shreeJagannath.in । ଏହି ୱେବସାଇଟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସଂସ୍କୃତି…