Latest Odisha News

BREAKING NEWS

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବପଡା ବିଦ୍ୟାଳୟରେ କେହି ଦୁର୍ବୃତ୍ତ ଶ୍ରେଣୀ ଗୃହ ମଧ୍ୟରେ ପଶି ଜଣେ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି । ଶିକ୍ଷୟିତ୍ରୀ ଜଣକ ଶ୍ରେଣୀ ଗୃହରେ ପଢାଉଥିବା ବେଳେ ଅଚାନକ କେହି ଦୁର୍ବୃତ୍ତ ତାଙ୍କ ଉପରକୁ…

ରାଜ୍ୟସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡିଆରେ ଶପଥ ନେଲେ

ନୂଆଦିଲ୍ଲୀ : ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଭାବେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ଓଡିଆରେ ଶପଥ ଗ୍ରହଣ କରିଛନ୍ତି । ଗୃହ ଆରମ୍ଭ ହେବାର କିଛି ସମୟ ପରେ ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଅଶ୍ୱିନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।…

ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର । ଜୁଲାଇ ପହିଲାରୁ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ୧୦୦.୫୦ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଏହା ଲାଗୁ ହୋଇଛି । ଫଳରେ ଦିଲ୍ଲୀରେ ଅଣସବସିଡି ଯୁକ୍ତ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ୬୩୭ ଟଙ୍କା ହୋଇଛି । ଏନଡ଼ିଟିଭିରେ ପ୍ରକାଶିତ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଓଡିଶାର ପ୍ରାୟ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଆକଳନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଅନୁଗୁଳ, ମୟୁରଭଞ୍ଜ, ସୁନ୍ଦରଗଡ,…

ମହଙ୍ଗା ପଡିବ ପେଟିଏମରେ ପେମେଣ୍ଟ କରିବା

ନୂଆଦିଲ୍ଲୀ: ପେଟିଏମରେ ପେମେଣ୍ଟ କରୁଥିଲେ ହୋଇଯା’ନ୍ତୁ ସାବଧାନ । ଆଜିଠାରୁ ପେଟିଏମ୍ ଡିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି । ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି ।…

ଶ୍ରୀଜଗନ୍ନାଥ ପଢିଲେ ରାଜଜେମାଙ୍କ ଗୋପନ ଚିଠି !

ମହାପ୍ରଭୁ ଶ୍ରୀଜଗନ୍ନାଥ - ଏ ହେଉଛନ୍ତି ସେହି ଦାରୁବ୍ରହ୍ମରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ । ସେ ଅଲୌକିକତା ଓ ଅପୂର୍ବ ଲୀଳା କାରନାମା  ସହିତ ଭକ୍ତଜନଙ୍କ ହୃଦୟ କନ୍ଦରରେ ଅବସ୍ଥାନ କରିଥାଆନ୍ତି । ବଡ଼ଭାଇ ଶ୍ରୀବଳଭଦ୍ର, ସୁନାଭଉଣୀ ଦେବୀ ସୁଭଦ୍ରା ଓ ଆୟୁଧ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ…

ବଲିଉଡ୍‌କୁ ବାଏ ବାଏ କଲେ ଜାୟରା ୱସିମ

ମୁମ୍ବାଇ: ବଲିଉଡ୍‌କୁ ଅଲବିଦା କହିଛନ୍ତି ଦଙ୍ଗଲ ଚଳଚ୍ଚିତ୍ରରେ ନିଜର ଦମ୍‌ଦାର ଅଭିନୟରେ ସମସ୍ତଙ୍କ ମନ କିଣିଥିବା ଜାୟରା ୱସିମ । ଏଣିକି ସେ ଆଉ କୌଣସି ବଲିଉଡ୍‌ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ । ଆଗାମୀ କିଛିଦିନ ମଧ୍ୟରେ ମୁକ୍ତିଲାଭ କରିବକୁ ଥିବା ‘ଦ ସ୍କାଇ ଇଜି ପିଙ୍କ୍‌’ ତାଙ୍କର ଶେଷ…

ଦୋଷମୁଣ୍ଡିଆ

ଦୋଷମୁଣ୍ଡିଆ ପରଂବ୍ରହ୍ମ ତ୍ରିପାଠୀ ରଜା ବୁଢା ହଉଥିଲେ। ପାଚିଲା ତାଳ, କି ଭରସା? ପୁଅ, ମାନେ ଯୁବରାଜ, ଅକ୍ସଫୋର୍ଡ କି ଷ୍ଟାନଫୋର୍ଡରେ ପଢୁଥିଲେ। ପାଠ ସରି ସାରିଥିଲା, ଖାଲି ଯାହା ଦେଶ ବିଦେଶ ବୁଲା ଚାଲିଥିଲା। ରାଜା ଯୁବରାଜଙ୍କୁ ନିଜ ଇଚ୍ଛା ଜଣେଇଲେ। ଯୁବରାଜ ବି ରାଜି ହେଲେ। ହେଲେ…

ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରୁ ଅବକାରୀ ବିଭାଗ ସୋମବାର ଦିନ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଖଣ୍ଡଗିରି ସ୍ଥିତ କୋଳଥିଆ ନିକଟରୁ ଜବତ କରାଯାଇଛି । ଏହି ଘଟଣାରେ…

ବଢୁଛି ଇମିଟେସନ ଗହଣାର ଚାହିଦା

ଭୁବନେଶ୍ୱର: ସମୟ ଅନୁସାରେ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି । ଦାମୀ ସୁନା ଗହଣା ପରିବର୍ତ୍ତେ ଇମିଟେସନ୍ ଗହଣାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି ମହିଳା ଓ ଯୁବତୀମାନେ । ଦିନକୁଦିନ ବଢିବାରେ ଲାଗିଛି ଇମିଟେସନ୍ ଗହଣାର ଚାହିଦା । କାନଫୁଲ ଠାରୁ ଆରମ୍ଭ କରି, ହାର, ମୁଦି, ଚୁଡ଼ି,…